ଫାଇଭଟି ସଚିବଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବିକଲା ବିଜେପି
ଭୁବନେଶ୍ୱର: ଫାଇଭଟି ସଚିବଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବିକଲା ବିଜେପି । ମୁଖ୍ୟମନ୍ତ୍ରୀ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଦାବି କଲେ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିସ୍କାର କିମ୍ବା ନିଲମ୍ବନ କରନ୍ତୁ ନହେଲେ ଆମେ କେନ୍ଦ୍ରକୁ ଜଣାଇବୁ ବୋଲି କହିଛନ୍ତି … Read More