ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ନିଟ୍-ୟୁଜି ପେପର ଲିକ୍ ନେଇ ଦେଶବ୍ୟାପୀ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏନଡିଏ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ … Read More

ଆଣ୍ଡି ବର୍ନହାମ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଣ୍ଡି ବର୍ନହାମ। ଗତ ୧୦ ବର୍ଷ ମଧ୍ୟରେ ସେ ବ୍ରିଟେନର ସପ୍ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ … Read More

ଜମ୍ମୁ-କାଶ୍ମୀରର ପୁଞ୍ଚରେ ଭୂସ୍ଖଳନ: ଚାଲିଗଲା ୭ ଜୀବନ

ଶ୍ରୀନଗର: ବର୍ଷା ପ୍ରଭାବିତ ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ ଯୋଗୁ ସୋମବାର ଏକ ମାଟି ଘର ଭୁଶୁଡ଼ି ପଡ଼ି ସାତ ଜଣ ଲୋକଙ୍କର ମୃତ୍ୟୁ  ହୋଇଛି। ଲୋରାନ ଗାଁରେ ହୋଇଥିବା ଏହି ଭୂସ୍ଖଳନରେ ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର … Read More

ଡେଙ୍ଗୁ ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା ସବୁଜ … Read More

ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼

ତ୍ରିପୁରା : ତ୍ରିପୁରା ଡିଜିପି ଅନୁରାଗ ଧନଖଡ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜୀବନ ହାରିଛନ୍ତି । ଅଫିସ୍ କ୍ୟାବିନ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲର ଜିବି ହସପିଟାଲରେ ଭର୍ତ୍ତି କରାଯାଇଥିଲ । କିନ୍ତୁ … Read More

ରାସ୍ତାକଡ଼ରେ ଫଟୋ ଉଠାଇବା ହେଲା କାଳ, ୫ ସାଙ୍ଗଙ୍କୁ ଚାପିଦେଲା ଅଜଣା ଗାଡ଼ି

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାରେ ପିକନିକରୁ ଫେରୁଥିବା ୫ ସାଙ୍ଗକୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଘଟଣାରେ ଜଣେ ଆହତ ହୋଇଛନ୍ତି । ଏମାନେ ସମସ୍ତେ ପିକନିକ୍ କରି ଫେରୁଥିବା ବେଳେ ହାଇୱେ କଡ଼ରେ ଗାଡ଼ି ରଖି ଫଟୋ ଉଠାଉଥିବା … Read More

କକ୍ରୋଚ୍ ପାର୍ଟିର ‘ସଂସଦ ଚଲୋ’ ମାର୍ଚ୍ଚ, ପ୍ରଦର୍ଶନକାରୀଙ୍କ ଉପରକୁ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ: ସୋମବାର ଦିନ କକ୍ରୋଚ୍ ଜନତା ପାର୍ଟି ସଂସଦ ଅଭିମୁଖେ ଏକ ପଦଯାତ୍ରା ଆୟୋଜନ କରିଥିଲା। କିନ୍ତୁ, ପଦଯାତ୍ରା ଆରମ୍ଭ ହେବା ମାତ୍ରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପ୍ରଦର୍ଶନକାରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଜନ୍ତର … Read More

ଅନଶନ ଭାଙ୍ଗିବା ପାଇଁ ୩ ସର୍ତ୍ତ ରଖିଲେ ୱାଙ୍ଗଚୁକ୍, ହସପିଟାଲରୁ ଆସିଲା ହାତ ଲେଖା ଚିଠି

ନୂଆଦିଲ୍ଲୀ : ଅନଶନ ଭାଙ୍ଗିବା ପାଇଁ ତିନି ସର୍ତ୍ତ ରଖିଛନ୍ତି ଶିକ୍ଷାବିତ ସୋନମ୍ ଓ୍ୱାଙ୍ଗଚୁକ୍ । ଦୀର୍ଘ ୨୦ ଦିନରୁ ଅଧିକ ସମୟ ଧରି ଆମରଣ ଅନଶନରେ ରହିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୱାଙ୍ଗଚୁକ୍ । ସୋନମ ଅନଶନ ଭାଙ୍ଗିବାକୁ ଆଜି … Read More

ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଚାଲି ପାରୁନି ସଂସଦ, ଦିନକ ପାଇଁ ରାଜ୍ୟସଭାକୁ ମୁଲତବି ଘୋଷଣା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବି ଘୋଷଣା କରାଯାଇଛି। ଆସନ୍ତାକାଲି ଦିନ ୧୧ ଟାରେ ଚାଲିବ ପୁଣି ଚାଲିବ ଗୃହ। ସେପଟେ ଲୋକସଭା ପୁଣି ଥରେ ଅପରାହ୍ନ ୩ଟା … Read More

ଗୁୟାନାରେ ନୌକା ଦୁର୍ଘଟଣା, ୧୩୩ ଯାତ୍ରୀଙ୍କ ମଧ୍ୟରୁ ୬୭ ଉଦ୍ଧାର

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଗୁୟାନା ଦେଶରେ ଏକ ବଡ଼ ନୌକା ଦୁର୍ଘଟଣା ଘଟିଛି । ୧୩୩ ଜଣ ଯାତ୍ରୀ ନେଇ ଯାଉଥିବା ‘ଏମଭି ବାରିମା’ ନାମକ ନୌକା ସମୁଦ୍ରରେ ଓଲଟିଯାଇଛି । ଅଧିକାରୀମାନଙ୍କ କହିବା ଅନୁସାରେ, ୬୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି … Read More