ବ୍ୟାଙ୍କ ଜାଲିଆତି ମାମଲାରେ ଅନିଲ ଅମ୍ବାନୀଙ୍କୁ ୮ ଘଣ୍ଟା ସିବିଆଇ ଜେରା

ନୂଆଦିଲ୍ଲୀ: ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ ଗୁରୁବାର ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଛି। ଏହି ଅବସରରେ ସିବିଆଇ ଅଧିକାରୀମାନେ ଅନିଲଙ୍କ ବୟାନ ରେକର୍ଡ କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ପୁଣି ସିବିଆଇ କାର୍ଯ୍ୟାଳୟରେ … Read More

କେରଳ ବିଧାନସଭା ନିର୍ବାଚନ: ୯୫ ଆସନରେ ଲଢ଼ିବ କଂଗ୍ରେସ

ଥିରୁବନନ୍ତପୁରମ: କେରଳରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଅନେକ ବିଚାର ବିମର୍ଶ ପରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ(ୟୁଡିଏଫ୍) ମେଣ୍ଟ ଆସନ ବଣ୍ଟନ ନେଇ ନିଷ୍କର୍ଷ ପାଇଛି। ଏଥର ମେଣ୍ଟରେ ସନ୍ତୁଳନ ଓ ରଣନୀତିରେ ଖାସ ଧ୍ୟାନ … Read More

ସମୁଦ୍ର ଶଯ୍ୟାରୁ ଇଣ୍ଟରନେଟ କେବୁଲ କାଟିବାକୁ ଇରାନ୍‌ର ଧମକ

ତେହେରାନ: ଇରାନ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ହର୍ମୁଜ ପ୍ରଣାଳୀକୁ ଇରାନ ସମ୍ପୂର୍ଣ୍ଣ ଅବରୋଧ କରିଥିବାବେଳେ ଏହି ଜଳପଥ ଦେଇ ତୈଳ କାରବାର ବାଧାପ୍ରାପ୍ତ ହେବାରେ ଲାଗିଛି। ଇରାନ ବର୍ତ୍ତମାନ ହର୍ମୁଜ ପ୍ରଣାଳୀ ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ … Read More

ସ୍ୱର୍ଣ୍ଣରେଖାରୁ ମିଳିଲା ଶକ୍ତିଶାଳୀ ବୋମା, ସ୍ଥାନୀୟ ଅଞ୍ଚଳରେ ସତର୍କତା ଜାରି

ଝାଡଖଣ୍ଡ : ଝାଡ଼ଖଣ୍ଡର ଜାମସେଦପୁର ଜିଲ୍ଲାର ବାହାରାଗୋରା ଥାନା ଅଞ୍ଚଳ ସ୍ୱର୍ଣ୍ଣରେଖା ନଦୀରୁ ଏକ ସନ୍ଦିଗ୍ଧ ଲୁହା ବସ୍ତୁ ଉଦ୍ଧାର ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରଥମେ ଏହି ଲୁହା ବସ୍ତୁଟିକୁ ସାଧାରଣ ବୋଲି ଅନୁମାନ … Read More

୧୧ ଦେଶକୁ ବିମାନ ସେବା ମନା, ଆଡଭାଇଜରୀ ଜାରି କଲା DGCA

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ DGCA ଭାରତୀୟ ଏୟାରଲାଇନ୍ସ ପାଇଁ ସୁରକ୍ଷା ଆଡଭାଇଜରୀ ଜାରି କରିଛି । ଏହା ମଧ୍ୟପ୍ରାଚ୍ୟ ଏବଂ ଉପସାଗର ଉପରେ ଆକାଶମାର୍ଗକୁ ନେଇ ବଢୁଥିବା ବିପଦ ନେଇ କଡ଼ା ଚେତାବନୀ ଲାଗୁ କରାଯାଇଛି । ବଢୁଥିବା … Read More

କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ କୈଶଳ ବିକାଶ ଏବଂ ଉଦ୍ୟମଶିଳତା ଏବଂ ଶିକ୍ଷା ରାଜ୍ୟ ମନ୍ତ୍ରୀଙ୍କ କର୍ମଚାରୀଙ୍କୁ ଧମକ ମିଳିବା ଘଟଣା ସାମ୍ନାକୁ ଆସିଛି । ମନ୍ତ୍ରୀଙ୍କ ସହାୟକ ବିଶ୍ବେନ୍ଦ୍ର ଶାହଙ୍କୁ ମଧ୍ୟ ହ୍ବାଟସାପ୍ ମାଧ୍ୟମରେ ଧମକପୂର୍ଣ୍ଣ ମେସେଜ୍ ଆସିଥିବା ସୂଚନା … Read More

ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ, ଉଦ୍ଧାର ପାଇଁ ନିବେଦନ

ନୂଆଦିଲ୍ଲୀ: ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ । ଏଲପିଜି ଭର୍ତ୍ତି ଗ୍ୟାସ ଜାହାଜ ନେଇ ଫସିଛନ୍ତି ଓଡ଼ିଆ ନାବିକ ଅଶୋକ ଦୀକ୍ଷିତ । ସୁରକ୍ଷିତ ଉଦ୍ଧାର ନେଇ ସେ ଏକେ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି । ସେ … Read More

୨୦ ପ୍ରତିଶତ ବିଶ୍ୱ ଗ୍ୟାସ୍ ଯୋଗାଣ ବନ୍ଦ କଲା ଇରାନ

ନୂଆଦିଲ୍ଲୀ: ପ୍ରତିଶୋଧ ନେଲା ଇରାନ। ୨୦ ପ୍ରତିଶତ ବିଶ୍ୱ ଗ୍ୟାସ୍ ଯୋଗାଣ ଠପ୍। ଉପସାଗରୀୟ ଦେଶଗୁଡ଼ିକ ଉପରେ ଭୟଙ୍କର ମିସାଇଲ ମାଡ଼ କରୁଛି ଇରାନ । ବିଶ୍ୱର ସବୁଠାରୁ ବଡ଼ ଗ୍ୟାସ୍ ପ୍ଲାଣ୍ଟରେ ନିଆଁ । କାତାର, ସାଉଦି ଏବଂ କୁଏତର ତୈଳ … Read More

ଆଇଏଏସ ରବି ମିତ୍ତଲ ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଛତିଶଗଡ଼ କ୍ୟାଡରର ୨୦୧୬ ବ୍ୟାଚର ଆଇଏଏସ ଅଧିକାରୀ ଡକ୍ଟର ରବି ମିତ୍ତଲଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ରେ ଉପସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଡକ୍ଟର ରବି ମିତ୍ତଲ ଜଣେ ଅତ୍ୟନ୍ତ ଶାନ୍ତ … Read More

ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପିର ୮୮ ଜଣିଆ କମିଟି

ନୂଆଦିଲ୍ଲୀ: ଏପ୍ରିଲ ୯ ତାରିଖରେ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ବିଜେପି ପକ୍ଷରୁ ୮୮ ଜଣ ପ୍ରାର୍ଥୀଙ୍କ ପ୍ରାରମ୍ଭିକ ତାଲିକା ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା କଲା କେନ୍ଦ୍ରୀୟ ନିର୍ବାଚନ କମିଟି। ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା … Read More