ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ୨ ବୈଜ୍ଞାନିକ ମୃତ

ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ଦୁଇ ବୈଜ୍ଞାନିକଙ୍କ ମୃତ୍ୟୁ । ଆକ୍ରମଣରେ ମିସାଇଲ୍ କିଙ୍ଗ୍ ନିହତ! । ତେହେରାନରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଇରାନର ମିସାଇଲ୍ ବିଶେଷଜ୍ଞ ଓ ତାଙ୍କ ପରିବାର ନିହତ । ଏକ ଆବାସିକ ଅଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ ଶକ୍ତିଶାଳୀ … Read More

କଲମ୍ବିଆ ମିଲିଟାରୀ ପ୍ଲେନ କ୍ରାସ: ଚାଲିଗଲା ୬୬ ଜୀମନ, ୬୦ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: କଲମ୍ବିଆ ମିଲିଟାରୀ ପ୍ଲେନ କ୍ରାସ । ୬୬ ମୃତ । ଦକ୍ଷିଣ କଲମ୍ବିଆ ସୀମା ପେରୁ ନିକଟରେ ବିମାନ କ୍ରାସ । ୧୨୫ ଜଣଙ୍କୁ ନେଇ କଲମ୍ବିଆର ପୁଏର୍ଟୋ ଲେଗୁଇଜାମୋ ବିମାନ ବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଘଟିଛି … Read More

ଦେଶରେ ପ୍ରଥମ ଇଚ୍ଛାମୃତ୍ୟୁ, ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କଲେ ହରିଶ ରାଣା

ଗାଜିଆବାଦ: ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କଲେ ହରିଶ ରାଣା । ସୁପ୍ରିମକୋର୍ଟରୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳିବା ପରେ, ତାଙ୍କର ଶେଷ ଯାତ୍ରା ଲାଗି ଦିଲ୍ଲୀ ଏମ୍ସରେ ଚାଲିଥିଲା ପ୍ରସ୍ତୁତି । ଆଉ ଆଜି ସବୁଦିନ ପାଇଁ ଦୁନିଆ … Read More

ଯୁଦ୍ଧବିରତି ନେଇ ଆଲୋଚନା ହୋଇନଥିବା କହିଲା ଇରାନ

ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ଝଟକା  ! ଇରାନ ମନା କଲା ।  ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ହୋଇନଥିବା କହିଛି ଇରାନ ।  ଇରାନର ବୈଦେଶିକ ମନ୍ତ୍ରୀ ଆମେରିକାର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ୱାଶିଂଟନ୍ ସହିତ ସେମାନଙ୍କର କୌଣସି … Read More

୪୧ ଦେଶରୁ ଭାରତ ଆମଦାନୀ କରୁଛି ଏନର୍ଜି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ୨୪ଦିନରେ ପହଞ୍ଚିଛି। ଲୋକସଭାରେ ବଜେଟ ଅଧିବେଶନ ଚାଲିଛି। ଏହି ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଲୋକସଭାରେ ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମ ଏସିଆର ପରିସ୍ଥିତି ଚିନ୍ତାଜନକ। … Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ମହଙ୍ଗା ହେବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ : ପୁଣି ହେବ ଲକ୍‌ଡାଉନ୍ !

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ମୂଳକ ପରିସ୍ଥିତି ହର୍ମୁଜ୍ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି।  ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି $୧୧୨ ରେ ପହଞ୍ଚିଥିବାବେଳେ ଆମେରିକାରେ … Read More

୫ ଦିନ ପାଇଁ ଇରାନ ଉପରେ ଆକ୍ରମଣ ସ୍ଥଗିତ, ଘୋଷଣା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ୫ ଦିନ ପାଇଁ ସ୍ଥଗିତ ରହିଲା ଇରାନ ଉପରେ ଆକ୍ରମଣ ।  ସମସ୍ତ ପ୍ରକାର ସାମରିକ ଆକ୍ରମଣକୁ ଆମେରିକା ରଖିଲା ସ୍ଥଗିତ ।  ଏନେଇ ସୋସିଆଲ ମିଡିଆ ଟ୍ରୁଥରେ ଉଲ୍ଲେଖ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଏଥିପାଇଁ … Read More

ତେହେରାନ ଉପରେ ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍: ବିଦ୍ୟୁତ ସେବା ଠପ୍

ନୂଆଦିଲ୍ଲୀ : ଅନ୍ଧାରରେ ଇରାନର ରାଜଧାନୀ । ! ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ ପରେ ଥରିଲା ତେହେରାନ । ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମାମାଡ଼! । ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର । ଟ୍ରମ୍ପଙ୍କ ଚେତାବନୀ: … Read More

ନ୍ୟୁୟର୍କର ଲାଗାର୍ଡିଆ ବିମାନ ବନ୍ଦରରେ ଭୟଙ୍କର ଦୁର୍ଘଟଣା, ୪ ଆହତ

ନୂଆଦିଲ୍ଲୀ: ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଟ୍ରକ ସହ ଧକ୍କା ହେଲା ଏୟାର କାନାଡା ଏକ୍ସପ୍ରେସ ବିମାନ। ଏକ ଅଗ୍ନିଶମ ଗାଡ଼ି ସହିତ ଧକ୍କା ହୋଇଥିବା ଜଣାପଡ଼ିଛି । ବିମାନ ବନ୍ଦରର … Read More

ଏପ୍ରିଲରୁ  ଦିଲ୍ଲୀରେ ମହଙ୍ଗା ହୋଇପାରେ ବିଦ୍ୟୁତ୍ ଶୁଳ୍କ

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଆସିଲା ବଡ଼ ଖବର । ଏପ୍ରିଲ୍ ମାସରୁ ଦିଲ୍ଲୀରେ ବିଦ୍ୟୁତ୍ ମହଙ୍ଗା ହୋଇପାରେ । କାରଣ ସରକାର ବଣ୍ଟନ କମ୍ପାନୀଗୁଡ଼ିକୁ ୩୮,୦୦୦ କୋଟିରୁ ଅଧିକ ବକେୟା ଦେବାକୁ ପ୍ରସ୍ତୁତ ହେଉଛନ୍ତି, ଅର୍ଥାତ ବିଦ୍ୟୁତ୍ ହାର ବୃଦ୍ଧି … Read More