ଦିଲ୍ଲୀ ହାରିବା ପରେ ଏବେ ଆପକୁ ଘାରିଛି ପଞ୍ଜାବ ଚିନ୍ତା

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ ହାତରୁ ଖସିଯାଇଛି ଦିଲ୍ଲୀ ଶାସନ । ଯାହା କେବେ କେଜ୍ରିଓ୍ବାଲ କଳ୍ପନା ବି କରିନଥିଲେ, ଦିଲ୍ଲୀବାସୀ ତାହା କରିକି ଦେଖାଇଛନ୍ତି । ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା କେଜ୍ରିଓ୍ବାଲଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି । ଆଉ … Read More

ପଞ୍ଜାବରେ ଭାଙ୍ଗିବ ଆପ୍ ସରକାର: କଂଗ୍ରେସ ନେତା

ରାଜଧାନୀ ନୂଆଦିଲ୍ଲୀରେ ଆମ ଆଦମୀ ପାର୍ଟି(ଆପ୍‌) ସରକାରର ପତନ ଘଟିଛି। ଏହା ପରେ ପଞ୍ଜାବ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବିଜେପି ସହିତ କଂଗ୍ରେସ ବି ଭଗୱନ୍ତ ମନଙ୍କ ସରକାରକୁ ଟାର୍ଗେଟ କରିବାରେ ଲାଗି ପଡ଼ିଛି। କଂଗ୍ରେସର ବରିଷ୍ଠ ନେତା ପ୍ରତାପ … Read More

ଫ୍ରାନ୍ସ ଓ ଆମେରିକା ଗସ୍ତ ପୂର୍ବରୁ ଏପରି କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହାପରେ ଫ୍ରାନ୍ସରୁ ସେ ଆମେରିକା ଗସ୍ତରେ ଯିବେ। ଫ୍ରାନ୍ସ ଓ ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରସ୍ଥାନକାଳୀନ ମନ୍ତବ୍ୟ ରଖିଛନ୍ତି। ଗସ୍ତ ପୂର୍ବରୁ ସେ କହିଛନ୍ତି, ‘‘ଫ୍ରାନ୍ସର … Read More

ବିରେନ ସିଂହଙ୍କ ଇସ୍ତଫା ପରେ ବିଜେପି ସହ ମେଣ୍ଟକୁ ଫେରିଲା ଏନପିପି

ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଏନ. ବିରେନ ସିଂହ ଇସ୍ତଫା ଦେବା ପରେ ବିଜେପିକୁ ନିଜର ସମର୍ଥନର ହାତ ବଢ଼ାଇଛି ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି)। ମଣିପୁରରେ ଶାନ୍ତି ଏବଂ ସାଧାରଣ ଅବସ୍ଥା ଫେରାଇବାରେ ବିରେନ ସିଂହ ସରକାର ବିଫଳ ହୋଇଥିବା ଦର୍ଶାଇ ୩ … Read More

ପରୀକ୍ଷାର୍ଥୀଙ୍କୁ ମୋଦୀଙ୍କ ଟିପ୍ସ : ନିଜ ସହ କଥା ହୁଅ, ପରୀକ୍ଷା ଜୀବନରେ ସବୁ କିଛି, ତାହା ଭାବିବା ଭୁଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ୍ ମୋଦୀ ପରୀକ୍ଷାର୍ଥୀ ମାନଙ୍କୁ କହିଛନ୍ତି  କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍। ଯେଉଁଠି କେହି ନ ଥିବେ ସେଠି ଆପଣ ପହଞ୍ଚନ୍ତୁ , ନେତୃତ୍ଵ … Read More

ମହାକୁମ୍ଭରେ ବୁଡ ପକାଇଲେ, ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଲେ ମହାମହିମ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ବୁଡ ପକାଇଲେ ମହାମହିମ ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁଡ ପକାଇବା ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ପ୍ରୟାଗରାଜରେ ପହଞ୍ଚିବା ପରେ ମହାମହିମ ନୌବିହାର କରିଥିଲେ। … Read More

ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଉତ୍ତରାଖଣ୍ଡରେ ୩୮ତମ ଜାତୀୟ କ୍ରୀଡାରେ ଗତ ରବିବାର ଦିନ ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଲାଲୁ ପ୍ରସାଦ ଭୋଇ, ଡିଏମ୍ ଜୟରାମ, ଅନିମେଶ କୁଜୁର ଓ … Read More

ଝିଆରୀ ବାହାଘରରେ ଯୋଗଦେଲେ ଯୋଗୀ

ଲକ୍ଷ୍ନୌ : ଗୋରଖନାଥ ମଠରେ ଯୋଗଦେବା ପରଠାରୁ ପରିବାର ସହ ସମ୍ପର୍କ ତୁଟାଇଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଥରେ ଅଧେ ନିଜ ଘରକୁ ଯାଇଥିଲେ; କିନ୍ତୁ ଶୁକ୍ରବାର ସେ ଉତ୍ତରାଖଣ୍ଡର ପୌଡ଼ି ଜିଲା ଅନ୍ତର୍ଗତ ପଞ୍ଚୁର ଗ୍ରାମସ୍ଥିତ ନିଜ … Read More

ବାରବାଟୀରେ ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଭାରତ

କଟକ : ଭାରତ ଇଂଲଣ୍ଡକୁ ଦ୍ବିତୀୟ ଦିନିକିଆରେ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି ।  ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ … Read More

ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ରବିବାର ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସିଂହଙ୍କ ସହ ବିଜେପି ଓ ଏନପିଏଫର ୧୪ ଜଣ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ପ୍ରତିନିଧି … Read More