ଯୋଗ ହେଉଛି ଏକ ଶକ୍ତିଶାଳୀ ଉପକରଣ ଏବଂ ଏକ “ବିରାମ ବଟନ୍’’ ବା ‘‘ପଜ୍‌ ବଟନ୍‌’ : ମୋଦି

ନୂଆଦିଲ୍ଲୀ: ଆଜି ବିଶ୍ବ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ଯେ ଯୋଗ ହେଉଛି ଏକ ଶକ୍ତିଶାଳୀ ଉପକରଣ ଏବଂ ଏକ “ବିରାମ ବଟନ୍’’ ବା ‘‘ପଜ୍‌ ବଟନ୍‌’’। ଯାହା ମାନବଜାତିକୁ ନିଶ୍ୱାସ ନେବା, ସନ୍ତୁଳନ … Read More

ଇରାନରୁ ଫେରୁଛନ୍ତି ଭାରତୀୟ ଛାତ୍ର; ଆଜି ଦିଲ୍ଲୀରେ ପହଞ୍ଚିବ ଆଉ ଦୁଇ ବିମାନ

ନୂଆଦିଲ୍ଳୀ: ଇରାନରୁ ନିଜ ଦେଶକୁ ଫେରୁଛନ୍ତି ଭାରତୀୟ ନାଗରିକ। ମଶାଦରୁ ଏକ ବିମାନ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି। ଯେଉଁଥିରେ ୨୯୦ ଜଣ ଭାରତୀୟ ଛାତ୍ର, ଅଧିକାଂଶ ଜମ୍ମୁ ଏବଂ କଶ୍ମୀରର ଥିଲେ। ଆଜି ମଶାଦରୁ ଆଉ … Read More

ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ମୋଦି ସରକାର ଉପରେ ପ୍ରଶ୍ନ ଉଠାଇଲେ ସୋନିଆ

ନୂଆଦିଲ୍ଲୀ,୨୧।୬: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଇଂରାଜୀ ଖବରକାଗଜରେ ଏକ ସ୍ତମ୍ଭ ଲେଖିଛନ୍ତି। ଏଥିରେ ସେ କହିଛନ୍ତି, ଇରାନ ଭାରତର ପୁରୁଣା ବନ୍ଧୁ ଏବଂ ଗଭୀର ସମ୍ପର୍କ ଦ୍ୱାରା ଆମ … Read More

ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି

ନୂଆଦିଲ୍ଲୀ,୨୧।୬: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ଏବେ ଏହି ଚୁକ୍ତିନାମା ପୁନଃସ୍ଥାପିତ ହେବ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ … Read More

ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କଲେ ନୀତିଶ କୁମାର

ପାଟନା: ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ୪୦୦ ଟଙ୍କାରୁ ୧୧୦୦ ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି … Read More

ଇରାନର ବିଜୟ କାମନା କଲେ ବିଜେପିର ଏହି ସହଯୋଗୀ ଦଳର ନେତା

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଇରାନ-ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ଏକ ସଂଯମ ଏବଂ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ, ଏହାର ସହଯୋଗୀ ନୀତିଶ କୁମାରଙ୍କ ଦଳ ଜନତା ଦଳ (ୟୁନାଇଟେଡ୍)ର ବରିଷ୍ଠ ନେତା କେସି ତ୍ୟାଗୀ ଖୋଲାଖୋଲି ଭାବରେ … Read More

ଲିଡ୍‌ସ ଟେଷ୍ଟ: ଭାରତ ୪୭୧ରେ ଅଲଆଉଟ୍‌

ନୂଆଦିଲ୍ଲୀ : ଲିଡ୍ସ ଟେଷ୍ଟରେ ଭାରତ ୪୭୧ ରନରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଘରୋଇ ଦଳ ବିରୋଧରେ ପ୍ରଥମ ଇନିଂସର ଭଲ ପ୍ରଦର୍ଶନ କରିଛି। ଯଶସ୍ଵୀ ଜୟସଓ୍ବାଲ, ଶୁବମନ ଗିଲ ଏବଂ ରୁଷଭ ପନ୍ତଙ୍କ ୩ଟି … Read More

ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କଲେ ଏର୍ଡୋଗାନ

ଆଙ୍କାରା: ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ସେ ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି। ଏର୍ଡୋଗାନ୍ କହିଛନ୍ତି ଯେ ନେତାନ୍ୟାହୁ ଏବଂ ହିଟଲର ଉଭୟେ ବିନାଶର ସମାନ … Read More

ଇସ୍ରାଏଲ ଇରାନ ଯୁଦ୍ଧର ଫଳାଫଳ ଭାରତକୁ ଦ୍ବନ୍ଦ୍ବରେ ପକାଇବ !

ନୂଆଦିଲ୍ଲୀ : ଯଦିଓ ଭାରତ ଗତ କିଛି ବର୍ଷ ଧରି ଇସ୍ରାଏଲ ସହିତ ଭଲ ସମ୍ପର୍କ ବଜାୟ ରଖିଛି, ହେଲେ ଭାରତ-ଇରାନ ସମ୍ପର୍କ ମଧ୍ୟ ଶତାଦ୍ଦୀ ପୁରୁଣା । ଭାଷା, ସଂସ୍କୃତି ଏବଂ ପରମ୍ପରା ସ୍ତରରେ ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ … Read More

ଟ୍ରମ୍ପଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର, ପାକିସ୍ତାନର ପ୍ରସ୍ତାବ

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର । ୨୦୨୬ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ଦିଆଯାଉ । ବିଭିନ୍ନ ଦେଶର ଯୁଦ୍ଧ ପରିସ୍ଥିତି ମଧ୍ୟରେ ଟ୍ରମ୍ପ ଶାନ୍ତି ଫେରାଇ ଆଣୁଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର … Read More