୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ

ନୂଆଦିଲ୍ଲୀ: ଏଥର ଦିଲ୍ଳୀରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆସନ୍ତା ‌୧୯ କିମ୍ବା ୨୦ ତାରିଖରେ ଦିଲ୍ଳୀରେ ବିଜେପି ସରକାର ଗଠନ କରିବ ବୋଲି ଶୁଣିବାକୁ ମିଳୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ୧୯ … Read More

ହର୍ଷବର୍ଦ୍ଧନ ବସନ୍ତରାଓ ସପକାଲ ହେଲେ ମହାରାଷ୍ଟ୍ର କଂଗ୍ରେସର ନୂତନ ସଭାପତି

ନୂଆଦିଲ୍ଲୀ: କଂଗ୍ରେସ ମହାରାଷ୍ଟ୍ରରେ ଏକ ବଡ଼ ପରିବର୍ତ୍ତନ କରିଛି। ଗୁରୁବାର ଦିନ ଦଳ ନାନା ପାଟୋଲେଙ୍କ ସ୍ଥାନରେ ହର୍ଷବର୍ଦ୍ଧନ ବସନ୍ତରାଓ ସପକାଲଙ୍କୁ ନୂତନ ସଭାପତି ଭାବରେ ନିଯୁକ୍ତ କରିଛି। ବିଧାନସଭା ନିର୍ବାଚନରେ ​​ଶୋଚନୀୟ ପରାଜୟ ପରେ ନାନା ପାଟୋଲେ ସଭାପତି ପଦରୁ … Read More

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର ଗଠନ କରିପାରିବ ନାହିଁ: ଲାଲୁ

ପାଟନା,୧୩।୨: ରାଷ୍ଟ୍ରୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର ଗଠନ କରିପାରିବ ନାହିଁ ବୋଲି ଲାଲୁ କହିଛନ୍ତି। ଦିଲ୍ଲୀରେ ଅରବିନ୍ଦ କେଜ୍‌ରିୱାଲଙ୍କ ସରକାରଙ୍କର ପରାଜୟ … Read More

ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିବେ ମୋଦି, ୨ ନେତାଙ୍କ ମଧ୍ୟରେ ଆଲୋଚନା ହେବ ଏହି ୧୭ ପ୍ରସଙ୍ଗ

ୱାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ଆଜି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହେବ। ଏହି ବୈଠକ ଭାରତୀୟ ସମୟ ଅନୁସାରେ ରାତି ୨:୩୦ରେ ହ୍‌ବାଇଟ … Read More

ମୋଦି ଆମେରିକା ଗସ୍ତରେ ଥିବାବେଳେ ଭାରତୀୟଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ବଡ଼ ନିଷ୍ପତ୍ତି

ୱାଶିଂଟନ, ୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ଆମେରିକାରେ ରହୁଥିବା ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ବଡ଼ … Read More

ମମି-ପାପା କ୍ଷମା କରିଦେବ; ଜେଇଇରେ ଫେଲ୍ ହେବା ପରେ ଏଭଳି ଲେଖି ଜୀବନ ହାରିଲେ ଯୁବତୀ

ଗୋରଖପୁର: ଆଜିକାଲି ପିଲାମାନେ ବିଫଳତାକୁ ସହ୍ୟ କରିପାରୁ ନାହାନ୍ତି। ଏହା ଆମେ ନୁହେଁ ପ୍ରତିଦିନ ଘଟୁଥିବା ଘଟଣା କହୁଛି। ପରୀକ୍ଷା ବା ପ୍ରେମରେ ବିଫଳ ହେଲେ ପିଲାମାନେ ଆତ୍ମହତ୍ୟାକୁ ବାଛି ନେଉଛନ୍ତି। କୋଟାରେ ପ୍ରତିଦିନ ପିଲାମାନେ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ … Read More

କୁମ୍ଭମେଳାକୁ ଆସିଥିବା ବିଜନେସମ୍ୟାନ ବାବାଙ୍କ କୋଟିକୋଟି ଟଙ୍କାକୁ ଇଡି ଜବତ କରି ନେଇଛି

ନୂଆଦିଲ୍ଲୀ: ଜାନୁଆରି ୧୪ରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭକୁ ନେଇ ଅନେକ ସାଧୁସନ୍ଥଙ୍କ ଭିଡିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି। ପ୍ରତ୍ୟେକ ବାବାଙ୍କ ଜୀବନ କାହାଣୀ ଭିନ୍ନଭିନ୍ନ ରହିଛି। ଏହି କାରଣରୁ ମହାକୁମ୍ଭକୁ ଆସିଥିବା ବାବାମାନଙ୍କ ଜୀବନ କାିହାଣୀ ଜାଣିବା ପାଇଁ … Read More

ବିହାରରେ ୨୪୩ ଆସନରେ ଲଢ଼ିବ ପଶୁପତି ପାରସଙ୍କ ଦଳ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସ ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ​​ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (RLJP) ସମସ୍ତ ୨୪୩ ଆସନରେ … Read More

ଦଲାଇଲାମାଙ୍କ ସୁରକ୍ଷା ବୃଦ୍ଧି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କୁ ଜେଡ ବର୍ଗର ସୁରକ୍ଷା ପ୍ରଦାନ କରିଛି। ଦଲାଇ ଲାମାଙ୍କ ସୁରକ୍ଷା ସମ୍ପର୍କରେ ଗୁଇନ୍ଦା ବିଭାଗ ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ପ୍ରଦାନ କରିଥିଲା, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା … Read More

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ,୧୩।୨: ମଣିପୁରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଇସ୍ତଫା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି। ଏନ ବୀରେନ ସିଂହଙ୍କ ଇସ୍ତଫା ପରେ, ନୂଆ ମୁଖ୍ୟମନ୍ତ୍ରୀ … Read More