ମହାକୁମ୍ଭରୁ ଫେରୁଥିବା ବେଳେ ସାଂସଦ ପପୁ ଯାଦବଙ୍କ ଭାଣିଜୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗାଜିପୁରରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସାଂସଦ ପପୁ ଯାଦବଙ୍କ ଭାଣିଜୀଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ବିହାରର ପୁର୍ଣ୍ଣିୟା ସାଂସଦ ‌ଧୌର୍ଯ୍ୟ ଧରି ରହି ପାରୁ ନାହାନ୍ତି। ଭୋଭୋ ହୋଇ କାନ୍ଦୁଛନ୍ତି। ସଡ଼କ ଦୁର୍ଘଟଣାରେ … Read More

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଆଇଆଇଟି ବାବାଙ୍କ ଭବିଷ୍ୟବାଣୀ, ଜିତିବ ଏହି ଦଳ

ପ୍ରୟାଗରାଜ: ପ୍ରୟାଗରାଜରେ ହେଉଥିବା ମହାକୁମ୍ଭରେ ଆଇଆଇଟି ବାବା ଅର୍ଥାତ୍ ଅଭୟ ସିଂହଙ୍କ ବିଷୟରେ ବହୁତ ଆଲୋଚନା ହୋଇସାରିଛି। ଅଭୟ ସିଂହ ପ୍ରଥମେ ଆଇଆଇଟିରେ ପଢ଼ିଥିଲେ, ପରେ ସେ ଚାକିରି କରିବାକୁ ବିଦେଶ ଚାଲିଯାଇଥିଲେ। କିନ୍ତୁ ଏବେ ସେ ଧର୍ମ ପଥରେ ଅଛନ୍ତି। … Read More

ଦିଲ୍ଲୀରେ ରେଖା ସରକାର: ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ ୧୦ ବିଭାଗ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ପରେ ଭାଗବଣ୍ଟା ହୋଇଛି ବିଭାଗ । ବିଭାଗ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସବୁଠୁ ବ୍ୟସ୍ତ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ତାଙ୍କ ଅଧିନରେ ଅର୍ଥ, ରାଜସ୍ବ, ମହିଳା … Read More

‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌’ ମାମଲାରେ ନୂଆ ବିବାଦ, ରାକ୍ଷୀ ସାୱନ୍ତଙ୍କୁ ପଠାଗଲା ସମନ

ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌’ରେ ରଣବୀର ଆଲ୍ଲାହାବାଦିଆ ଏକ ଅଶାଳୀନ ପ୍ରଶ୍ନ ପଚାରିବା ପରେ ବିବାଦ ସୃଷ୍ଟି ହୋଇଛି । ସେ ବାପାମାଆଙ୍କ ବିଷୟରେ ଏକ ଅରୁଚିକର ତଥା ଅଶାଳୀନ ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ … Read More

ଦୁର୍ଘଟଣାର ଶିକାର ପରେ କାର୍ଯ୍ୟକ୍ରମରେ ସାମିଲ ହୋଇ କଥା ରଖିଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ଦୁର୍ଘଟଣାରୁ ସୌରଭ ଗାଙ୍ଗୁଲି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ କୌଣସି ପ୍ରକାର ଆଘାତ ଲାଗିନାହିଁ। ପ୍ରକାଶିତ ରିପୋର୍ଟ ଅନୁସାରେ, … Read More

ଗିଲ୍‌ଙ୍କ ଜବରଦସ୍ତ ଶତକ: ବାଂଲାଦେଶକୁ ପରାସ୍ତ କଲା ଭାରତ

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ … Read More

ନାଗପୁରରେ ବାଂଲାଦେଶୀ ବିମାନର ଜରୁରୀକାଳୀନ ଅବତରଣ, ଅନ୍ୟ ଏକ ବିମାନରେ ଗଲେ ଯାତ୍ରୀ

ନାଗପୁର: ପ୍ରାୟ ୪୦୦ ଯାତ୍ରୀ ଥିବା ବାଂଲାଦେଶ ଏୟାରଲାଇନ୍ସ ‘ବିମାନ ବାଂଲାଦେଶ’ର ଏକ ବିମାନ ବୁଧବାର ରାତିରେ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଏହି ବିମାନରେ ଧୂଆଁ ଦେଖିବା ପରେ ନାଗପୁର ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ବିମାନଟି … Read More

ସମ୍ଭଲରେ ଆଇନଜୀବୀ ବିଷ୍ଣ ଶଙ୍କର ଜୈନଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା

ସମ୍ବଲ : ଗତବର୍ଷ ଶେଷ ଆଡ଼କୁ ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲା ଚର୍ଚ୍ଚାରେ ରହିଥିଲା। ଗତ ନଭେମ୍ବର ମାସରେ ଏଠାରେ ଥିବା ସାହି ଜାମା ମସଜିଦର ସର୍ଭେ ବେଳେ ହିଂସା କାଣ୍ଡ ଘଟିଥିଲା, ଯେଉଁଥିରେ କିଛି ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ … Read More

ଓଟିଟି ପ୍ଲାଟ୍‌ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୨: ସୋସିିଆଲ ମିଡିଆରେ ଅଶ୍ଳୀଳ ମଜାକ୍‌ ବିବାଦକୁ ନେଇ କେନ୍ଦ୍ର ସରକାର ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଆଇନ ଦ୍ୱାରା ନିଷିଦ୍ଧ ହୋଇଥିବା ବିଷୟବସ୍ତୁ ପ୍ରସାରଣ ନ କରିବା ପାଇଁ ଉକ୍ତ ପ୍ଲାଟ୍‌ଫର୍ମଗୁଡ଼ିକୁ ଚେତାବନୀ … Read More

ବଡ଼ ପରିବର୍ତ୍ତନ କଲା କଂଗ୍ରେସ, ୬ ରାଜ୍ୟ ପାଇଁ ୬ ମହିଳାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ଦଳ ସାରା ଦେଶରେ ସଂଗଠନକୁ ମଜବୁତ କରିବା ପାଇଁ ବଡ଼ ପରିବର୍ତ୍ତନ କରୁଛି। କଂଗ୍ରେସ ଏବେ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମହିଳା ମୋର୍ଚ୍ଚା ପାଇଁ ସଭାପତି ଘୋଷଣା କରିଛି। କଂଗ୍ରେସ ସାରିକା ସିଂଙ୍କୁ ରାଜସ୍ଥାନ ମହିଳା … Read More