ଭୂକମ୍ପରେ ଥରିଲା ନେପାଳ, ଝଟକା ଲାଗିବା ପରେ ଭୟରେ ଘରୁ ବାହାରି ଆସିଲେ ଲୋକେ

କାଠମାଣ୍ଡୁ: ଭୂମିକମ୍ପରେ ଥରିଲା ନେପାଳ । ସକାଳେ ସକାଳେ ନେପାଳରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ବେଳେ ଆଜି ଭାରତୀୟ ସମୟ ସକାଳ ୮ଟା ୨୧ରେ ଏହି ଭୂକମ୍ପର ଝଟକା ନେପାଳକୁ ଲାଗିଛି । … Read More

UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ତ୍ରିନିଦାଦ ଓ ଟୋବେଗୋର ସମର୍ଥନ

ନୂଆଦିଲ୍ଲୀ ୫।୭: ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ଆଉ ଏକ ଦେଶର ସମର୍ଥନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାତ୍ରା ମଧ୍ୟରେ ତ୍ରିନିଦାଦା ଓ ଟୋବେଗୋ ଏହି ସମର୍ଥନ ଘୋଷଣା କରିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଓ … Read More

ଗେଟ୍‌ରେ ଅପେକ୍ଷା କରିଥିଲା ସୁଟର , ୬ ସେକେଣ୍ଡରେ ହତ୍ୟା ; ସାମ୍ନାକୁ ଆସିଲା ଗୋପାଳ ଖେମକା ମର୍ଡରର ସିସିଟିଭି ଭିଡ଼ିଓ

ପାଟନା : ବିହାରର ବଡ଼ ବ୍ୟବସାୟୀ ତଥା ଉଦ୍ୟୋଗପତି ଗୋପାଳ ଖେମକାଙ୍କର ପାଟନାରେ (ଗାନ୍ଧୀ ମୈଦାନ ଥାନା ଠାରୁ, ପାଖାପାଖି ୫୦୦ ମିଟର ଦୂରତାରେ )ନିଜର ହିଁ ଆପାର୍ଟମେଣ୍ଟ ସାମ୍ନାରେ ହତ୍ୟା ହୋଇଥିଲା। ଏବେ ଏହାର ଏକ ସିସିଟିଭି ଭିଡ଼ିଓ ଆସିଛି … Read More

ଅବଲୋକିତେଶ୍ୱରଙ୍କ ଆଶିର୍ବାଦ, ମୁଁ ଆଉ ୩୦-୪୦ ବର୍ଷ ବଞ୍ଚିବି: ଦଲାଇ ଲାମା

ମ୍ୟାକଲୋଡଗଞ୍ଜ ୫।୭: ଉତ୍ତରାଧିକାରୀ ଘୋଷଣାକୁ ନେଇ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ଦଲାଇଲାମା। ଶନିବାର ସେ କହିଛନ୍ତି ଯେ ‘ମୋତେ ଲାଗୁଛି ଲୋକଙ୍କ ସେବା ନିମନ୍ତେ ମୁଁ ଆଉ ୩୦-୪୦ବର୍ଷ ଜୀବିତ ରହିବି’। ମ୍ୟାକଲୋଡଗଞ୍ଜରେ ମୁଖ୍ୟ ଦଲାଇଲାମା ମନ୍ଦିର ତସୁଗଲାଗଖାଂଗରେ ରବିବାର ଜନ୍ମଦିବସ … Read More

ପହଲଗାମ ଆକ୍ରମଣ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା, ହେଲେ ଅସ୍ଥିରତା ସୃଷ୍ଟି କରିବାକୁ ଭାରତ ଏହାକୁ ବ୍ୟବହାର କରୁଛି: ପାକିସ୍ତାନ

ନୂଆଦିଲ୍ଲୀ: ଦୁର୍ଭାଗ୍ୟପୂର୍ଣ୍ଣ ପହଲଗାମ ଆକ୍ରମଣକୁ ନେଇ ଭାରତ ଦେଶର ଉକ୍‌ସାଇବା ଭଳି ସ୍ଥିତି ସୃଷ୍ଟି କରି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି। ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସମର୍ଥନ କରିଥିବା ଆଜରବାଇଜାନରେ ଆର୍ଥିକ ସହଯୋଗ ସଂଗଠନ (ECO) … Read More

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ … Read More

୧୨ଟି ଦେଶ ଉପରେ ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କରିଛନ୍ତି। ଘୋଷଣା ପତ୍ରରେ ସମ୍ପୃକ୍ତ ଦେଶଗୁଡିକ ଆମେରିକାକୁ ରପ୍ତାନି କରୁଥିବା ସାମଗ୍ରୀ ଉପରେ ଲାଗୁ ହେବାକୁ ଥିବା ବିଭିନ୍ନ ଶୁଳ୍କ ହାରକୁ ପୂର୍ଣ୍ଣାଙ୍ଗ … Read More

ଅମରନାଥ ଯାତ୍ରା ସମୟରେ ଦୁର୍ଘଟଣା, ୩୬ ଯାତ୍ରୀ ଆହତ

ରାମବନର ଚନ୍ଦରକୋଟ ଲାଙ୍ଗରରେ ଅମରନାଥ ଯାତ୍ରାର ପହଲଗାମ କାଫଲାର ଶେଷ ଗାଡ଼ି ନିୟନ୍ତ୍ରଣ ହରାଇ ଫସି ରହିଥିବା ଗାଡ଼ି ସହିତ ଧକ୍କା ହୋଇଛି, ଯାହା ଫଳରେ ୪ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ୩୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। … Read More

ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଦୁର୍ନୀତି ମାମଲାରେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କୁ ଗିରଫ କରିଛି ଆମେରିକା ପୁଲିସ। ଭାରତର ଅନୁରୋଧ କ୍ରମେ ଆମେରିକା ଏହି ପଦକ୍ଷେପ ନେଇଛି। ନେହାଲଙ୍କୁ ଗିରଫ କରି ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି କେନ୍ଦ୍ରୀୟ ତଦନ୍ତ … Read More

ଆମେରିକାରେ ବନ୍ୟା; ୨୪ ମୃତ

ନୂଆଦିଲ୍ଲୀ : ଆମେରିକାର ଦକ୍ଷିଣ ମଧ୍ୟ କ୍ଷେତ୍ରରେ ସ୍ଥିତ ଟେକ୍ସାସ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ … Read More