ଡିଜିଟାଲ୍‌ ଦସ୍ତଖତକୁ ଜାଲ୍‌ କରି ଅଢ଼େଇ କୋଟି ଚଳୁ, ଭିଜିଲାନ୍‌ସ ତଦନ୍ତ ଲାଗି ସୁପାରିସ୍‌

ବ୍ରହ୍ମପୁର/ବେଗୁନିଆପଡ଼ା: ଡିଜିଟାଲ୍‌ ଦସ୍ତଖତକୁ ଜାଲ୍‌ କରି ଅଢ଼େଇ କୋଟି ଖାଇଗଲେ। କର୍ମଚାରୀଙ୍କ ଆକାଉଣ୍ଟକୁ ଅଧିକ ଟଙ୍କା ପଠାଇ ପରେ ତାହାକୁ ଉଠାଣ ହୋଇଛି। ଡାକ୍ତରଖାନାରେ ଏରିୟର୍‌ ଟଙ୍କା ହଡ଼ପ ନେଇ ଏଭଳି କେଳେଙ୍କାରୀ ସାମ୍ନାକୁ ଆସିଛି। ଘଟଣା ଜଣାପଡ଼ିବା ପରେ ଆଜି … Read More

ବିଜେପିରେ ଯୋଗଦେଲେ ଯୁବ ନେତା, ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭଦ୍ରକଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମରା ଡୋଶିଙ୍ଗା ଅଂଚଳର ଯୁବନେତା ରାଜୀବ ଲୋଚନ ଦାସ ଓ କଇଁଥଖୋଲା ପଂଚାୟତର ବିଜେଡି … Read More

ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ: ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର: ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ । ରେଳୱେ ବୋର୍ଡର ନିଷ୍ପତ୍ତି ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା । ରେଳୱେକୁ ନେଇ ତେଜିଲା ରାଜନୀତି । ପ୍ରେସମିଟରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ ଏବେ … Read More

ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ

ଭୁବନେଶ୍ବର: ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଥାନା ଅଞ୍ଚଳରେ ଘଟିଛି ଏ ଘଟଣା । ସ୍ଥାନୀୟ ପୋଷ୍ଟ ଅଫିସ ନିକଟରୁ … Read More

ମାଛ ଧରିବା ବେଳେ ପାଟିରେ ପଶିଗଲା ଜିଅନ୍ତା ମାଛ, ଯୁବକ ମୃତ

ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ମାଛ ଧରିବା ହେଲା କାଳ । ପାଟିରେ ପଶିଗଲା ଜିଅନ୍ତା ମାଛ । ଚାଲିଗଲା ଯୁବକଙ୍କ ଜୀବନ । ମୟୂରଭଂଜ ବାଙ୍ଗିରିପୋଷିରେ ଏଭଳି ଘଟଣା । ତେବେ … Read More

କାମାକ୍ଷାନଗରରେ ଜଙ୍ଗଲ ନିଆଁ, ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଗୁଳ୍ନ ନଷ୍ଟ

କାମାକ୍ଷାନଗର: ଜଙ୍ଗଲରେ ଲାଗିଛି ନିଆଁ । ଢେଙ୍କାନାଳ କାମାକ୍ଷାନଗରରେ ଥମୁନି ଜଙ୍ଗଲ ନିଆଁ । କାମାକ୍ଷାନଗର-କଙ୍କଡ଼ାହାଡ଼ ରାସ୍ତାର ଉଭୟପାର୍ଶ୍ବରେ ଜଳୁଛି ଜଙ୍ଗଲ । ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଗୁଳ୍ନ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଧୀରେ … Read More

କୁରାଢ଼ୀରେ ହାଣି ଡ୍ରାଇଭରକୁ ହତ୍ୟା କଲା ହେଲପର୍

ମୟୂରଭଞ୍ଜ : କୁକୁଡା ମାଂସ ଘରକୁ ଆସିଲା । ହେଲେ ରନ୍ଧା ହେବା ପୂର୍ବରୁ ମାଂସ ଟଙ୍କା ଦିଆନିଆକୁ କେନ୍ଦ୍ରକରି ଜୀବନ ଚାଲିଗଲା । କୁରାଢ଼ୀରେ ଡ୍ରାଇଭରକୁ ମାରି ଦେଲା ହେଲପର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଝାରପୋଖରିଆ … Read More

୮ ନକଲି CID ଅଫିସରଙ୍କୁ ବାନ୍ଧିଲା ପୁଲିସ , ଘରୋଇ ଶିକ୍ଷାନୁଷ୍ଠାନରୁ କରୁଥଲେ ଟଙ୍କା ଆଦାୟ

ଭୁବନେଶ୍ୱର : ପୋଲିସ କବଜାରେ CID ଅଫିସର । ନିଜକୁ CID ବା ସିଟି ଡିଟେକ୍ସନ ଏଜେନ୍ସିର ଅଫିସର ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ୮ଜଣଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ମାନେ ହେଲେ ପୂଜା ବେହେରା, ପ୍ରତିମା … Read More

ଯୁବକଙ୍କୁ ଛାତରୁ ଠେଲି ହତ୍ୟା !

ଭୁବନେଶ୍ବର: ଭୁବନେଶ୍ବରରେ ଚାଞ୍ଚଲ୍ୟ । ଯୁବକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ । ସହିଦନଗର ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ସ୍ଥାନୀୟ ପୋଷ୍ଟ ଅଫିସ ନିକଟରୁ ମିଳିଛି ଯୁବକଙ୍କ ମୃତଦେହ । ଚୋର ସନ୍ଦେହରେ ଯୁବକଙ୍କୁ ଛାତ ଉପରୁ ଠେଲି … Read More

ଅବକାରୀ ବିଭାଗର ନୂଆ ଗାଇଡଲାଇନ, ଏଣିକି ଟେଟ୍ରା ପ୍ୟାକରେ ମିଳିବ ମଦ

ଭୁବନେଶ୍ୱର : ଅବକାରୀ ବିଭାଗର ନୂଆ ଗାଇଡଲାଇନ । ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, … Read More