ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ: ଦରଘାବଜାର ଥାନା ଅଞ୍ଚଳରେ ଅଭାବନାୟୀ ଘଟଣା। ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର କଲା ପୋଲିସ। ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମହିଳା ଜାକ୍ତର ଜଣକ ହେଲେ ଅଳକା ରଥ। … Read More
