ମୁଖ୍ୟମନ୍ତ୍ରୀଙ୍କ OSD ହେଲେ କୌଶିକ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦୁଝର ବାଂଶପାଳ ତହସିଲଦାର କୌଶିକ ପଟ୍ଟନାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।  ମୁଖ୍ୟମନ୍ତ୍ରୀଙ୍କ OSD ହୋଇଛନ୍ତି କୌଶିକ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ OSD ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ୧୮ ଜଣ OAS ଅଫିସରଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । … Read More

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୀରା ପରିଡା, କୁତ୍ସାରଟନାକୁ ନେଇ ଗଣମାଧ୍ୟମ ବିରୋଧରେ କଲେ ମାମଲା

କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୀରା ପରିଡା । ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମ ବିରୋଧରେ କଲେ ମାମଲା । ମୀରାଙ୍କୁ ନେଇ ଚାଲିଥିବା କୁତ୍ସାରଟନାକୁ ନେଇ ଏହି ମାମଲା ହୋଇଛି । ଏ ସବୁ ତୁରନ୍ତ ବନ୍ଦ କରିବା ପାଇଁ … Read More

ୟୁ-ଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ସୋ’ ଆରମ୍ଭ କରିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ ୩।୩: ୟୁ-ଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ମାତା-ପିତାଙ୍କୁ ନେଇ ଅଭଦ୍ର ଟିପ୍ପଣୀ କରିଥିବା ରଣବୀରଙ୍କୁ ସୁପ୍ରିମକୋର୍ଟ ଗୋଟିଏ ସର୍ତ୍ତରେ ‘ଦି ରଣବୀର ସୋ’ ପୁଣି ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ପରବର୍ତ୍ତି ଆଦେଶ … Read More

ମାଟ୍ରିକ ପରୀକ୍ଷାରେ କପି ଦେବାକୁ ନେଇ ଉତ୍ତେଜନା, ୨ ଗୋଷ୍ଠୀ ମୁହାଁମୁହିଁ

କେନ୍ଦୁଝର : କପି ପାଇଁ ବାଡାବାଡ଼ି ।  ଦୁଇ ଗୋଷ୍ଠୀ ମୁହାଁମୁହିଁ  ।  ଦଶମ ଶ୍ରେଣୀ ପରୀକ୍ଷାରେ କପି ଦେବାକୁ କେନ୍ଦ୍ରକରି ଦୁଇ ଗାଁ ଯୁବକଙ୍କ ମଧ୍ୟରେ ସଂଘର୍ଷ ।  ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।  କେନ୍ଦୁଝର … Read More

ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଓ ବିଶାଲ, ହାଜର ହେବାକୁ କ୍ରାଇମବ୍ରାଞ୍ଚକୁ ମାଗିଲେ ମହଲତ

ଭୁବନେଶ୍ୱର  : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେ ନାହିଁ ଦୀପାଳି ଦାସ ଓ ବିଶାଲ ଦାସ ।  ପରିବାରର କିଛି ଜରୁରୀ କାର୍ଯ୍ୟ ଥିବାରୁ ଆଜି ହାଜର ହେବେ ନାହିଁ ।  କେବେ ହାଜର … Read More

ରାଜ୍ୟରେ ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ

ଭୁବନେଶ୍ଵର: ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ୍‌ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଆସିବ ସ୍ବତନ୍ତ୍ର ଗାଇଡଲାଇନ୍‌ । ସ୍କୁଲ ଓ ଗଣଶିକ୍ଷା  ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ … Read More

ମାଛ କଲା ଲକ୍ଷପତି, ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ସାର୍କ ମାଛ

ଜଳେଶ୍ୱର : ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ମାଛ ।  ଲକ୍ଷପତି କଲା ସାର୍କ ମାଛ । ପଶ୍ଚିମବଙ୍ଗର କାଂଥୀ ଏବଂ ପେଟୁଆଘଟ ଅଞ୍ଚଳର କିଛି ମତ୍ସ୍ଯଜିବୀଙ୍କ ଜାଲରେ ପଡ଼ିଛି ସାର୍କ ମାଛ ।  ଏହି ମାଛର ଆନୁମାନିକ ମୂଲ୍ୟ ୧ ଲକ୍ଷ … Read More

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିମ୍ ମାଲିକଙ୍କ ଝିଅକୁ ଆକ୍ରମଣ, ଜୀବନରୁ ମାରିବାକୁ ମିଳିଲା ଧମକ !

ଭୁବନେଶ୍ୱର: ରାଜଧାନୀରେ ପ୍ରତିଦିନ ଘଟୁଛି କିଛି ନା କିଛି ଘଟଣା, ଦୁର୍ଘଟଣା । ଯାହାକୁ ସମାଧାନ କରିବା ପୋଲିସ୍ ପାଇଁ ବେଳେ ବେଳେ ମୁଣ୍ଡାବିନ୍ଧାର କାରଣ ପାଲଟିଯାଏ । ତେବେ ଏହାରି ଭିତରେ ସେହିଭଳି ଏକ ଘଟଣା ବର୍ତ୍ତମାନ କିଛି ଦିନ ହେବ … Read More

ବିଦେଶିନୀଙ୍କ ଜଂଘରେ ଜଗନ୍ନାଥଙ୍କ ଟାଟୁ, ଥାନାରେ ଏତଲା

ଭୁବନେଶ୍ବର: ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କୁ କରାଯାଇଛି ଅପମାନ । ଜଣେ ବିଦେଶିନୀଙ୍କ ଆଣ୍ଠୁ ଉପରେ ଜଗନ୍ନାଥ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । … Read More

କୋଲାବରେ ଚାଲିବ କ୍ରୁଜ: ଜାହାଜରେ ବୁଲିବେ ପର୍ଯ୍ୟଟକ

କୋରାପୁଟ: କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । କୋରାପୁଟରେ ଗୋଆର ମଜା ନେବେ ପର୍ଯ୍ୟଟକ। ଜାହାଜରେ ବସି ବୁଲିବେ। ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ … Read More