‘ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ ଓ ବିଜେଡି କ୍ଷମା ମାଗନ୍ତୁ’

ଭୁବନେଶ୍ବର: ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ ଓ ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି ବିରୋଧୀଭାବେ କିପରି କାର୍ଯ୍ୟ … Read More

ବିଧାନସଭାରେ ଶାସକ-ବିରୋଧୀ ହାତାହାତି

ଭୁବନେଶ୍ୱର : ବିଧାନସଭାରେ ଶାସକ-ବିରୋଧୀ ହାତାହାତି । ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ବାହିନୀପତି ହାତାହାତି । ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା ବାଚସ୍ପତି । ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭ ସହିତ, ଆରମ୍ଭ ହୋଇଯାଇଛି … Read More

ଚେନ୍ନାଇରେ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ

ଆସନ୍ତା ୨୨ରେ ଚେନ୍ନାଇରେ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ହେବାକୁ ଥିବା ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ । ବୈଠକରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାମିଲନାଡୁ … Read More

ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ

ଭୁବନେଶ୍ଵର: ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ । କ୍ରାଇମବ୍ରାଞ୍ଚ, EOW ଓ ଏସ୍‌ଟିଏଫ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ବଣାଇ, ଗୋପାଳପୁର ବନ୍ଦର, କେନ୍ଦୁଝର ଟାଉନରେ ଚାଲିଛି ରେଡ୍ । ସେପଟେ ଅନ୍ତରୀଣ … Read More

ରାଜ୍ୟରେ ରହିଛନ୍ତି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଦ୍ୱାରା ଭୁବନେଶ୍ୱରରେ ଦଶ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ପରେ ରାଜ୍ୟରେ ଏକ ବଡ଼ ଧରଣର ଅନୁପ୍ରବେଶ ରାକେଟ୍ କାର୍ଯ୍ୟ କରୁଥିବାର ସମ୍ଭାବନା ଦେଖାଦେଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା … Read More

ହୋଲି ସମୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀମାନଙ୍କ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପୂର୍ବତଟ ରେଳପଥ ପରିସୀମା … Read More

୩ ବର୍ଷ ଭିତରେ ପାଣିରେ ବୁଡି ଗଲାଣି ୨ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ଗତ ତିନି ବର୍ଷ ଭିତରେ ବୁଡ଼ି କରି ଗଲାଣି ୨୦୬୪ ଜଣଙ୍କର ମୃତ୍ୟୁ । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ନଦୀ, ପୋଖରୀ ଏବଂ ସମୁଦ୍ରରେ ବୁଡ଼ି ୨୦୬୪ … Read More

୧୩ ଓ ୧୪ ତାରିଖରେ ଗ୍ରୀଷ୍ମ ପ୍ରବାହ: ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଡହ ଡହ ଖରା ସହ ତାତି କଲବଲ କରୁଛି। ଗତ ୩ ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ସୋମବାରଠାରୁ ପୁଣି ତାତି ବଢ଼ିଛି। ତାତି ବଢୁଥିବା ବେଳେ ହିଟୱେଭ୍ ବା ଗ୍ରୀଷ୍ମ … Read More

ରାଜ୍ୟରେ ବଢୁଛି ନକଲି ଔଷଧ କାରବାର: ଧରାପଡିଲେଣି ୪ ସଂସ୍ଥା

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇଛି ନକଲି ଔଷଧ କାରବାର । ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି । ଗତ ୩ ବର୍ଷ ଭିତରେ ୪ ସଂସ୍ଥାକୁ ତାଲିକାଭୁକ୍ତ କରିଛନ୍ତି ସରକାର । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି, … Read More

ବାଣ ବିସ୍ଫୋରଣରେ ସଂପର୍କୀୟ ମଉସା ଓ ପୁତୁରା ଗୁରୁତର, ଜଣେ ଭୁବନେଶ୍ବର ସ୍ଥାନାନ୍ତର

ବାଣ ବିସ୍ଫୋରଣରେ ସଂପର୍କୀୟ ମଉସା ଓ ପୁତୁରା ଗୁରୁତର । ନୟାଗଡ ଜିଲ୍ଲା ନୂଆଗାଁ ଥାନା ହିରାଦେଇପୁରରେ ଏହି ଅଘଟଣ ଘଟିଛି। ଜଣେ ନୟାଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅନ୍ଯ ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁଇ … Read More