ସିବିଏସଇ ଦ୍ୱାଦଶ ଶ୍ରେଣୀର ଇଂରାଜୀ ପ୍ରଶ୍ନପତ୍ର ପରିବର୍ତ୍ତନ

ମୟୂରଭଞ୍ଜ: ଓଡ଼ିଶାରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏକ ବଡ଼ ଅନିୟମିତତା ସାମ୍ନାକୁ ଆସିଛି। ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀଙ୍କ ସିବିଏସଇ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ପରିବର୍ତ୍ତନ ହେବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବଡ଼ସାହି … Read More

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସୃଷ୍ଟି ହେଲେ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ସମଗ୍ର ରାଜ୍ୟରେ ଲକ୍ଷପତି ଦିଦି ଯୋଜନା ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ସମନ୍ୱୟ ଓ ସହଭାଗିତା ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଏବଂ … Read More

ଦୁଇ ବିଧାୟକଙ୍କ ବିରୋଧରେ ଚାଲିବ ନିର୍ବାଚନୀ ଅନିୟମିତତା ମାମଲା

କଟକ: ଜଳେଶ୍ଵର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ହାଇକୋର୍ଟରୁ ଝଟକା ମିଳିଛି । ବିଧାନସଭା ନିର୍ବାଚନୀ ଅନିୟମିତତା ଅଭିଯୋଗ ମାମଲାରେ ଏହି ଦୁଇ ବିଧାୟକଙ୍କୁ ନିରାଶ ହେବାକୁ ପଡିଛି । ନିର୍ବାଚନ ଅନିୟମିତତା … Read More

କାହିଁକି ‘ବନ୍ଦେ ଉତ୍କଳ ଜନନୀ’ ଗାଇବେ? ‘ବନ୍ଦେ ଓଡିଶା ଜନନୀ’ ଗାଇଲେ ଆପତ୍ତି ନାହିଁ

ଭୁବନେଶ୍ବର: ‘କାହିଁକି ବନ୍ଦେ ଉତ୍କଳ ଜନନୀ ଗାଇବେ? ବନ୍ଦେ ଓଡିଶା ଜନନୀ ଗାଇଲେ ମୋର କିଛି ଆପତ୍ତି ନାହିଁ ।’ କିଛି ଏଭଳି କହି ଉତ୍କଳ ଏବଂ କୋଶଳ ଓ କଳିଙ୍ଗ ପ୍ରସଙ୍ଗ ଉଠାଇଥିବା ଜୟନାରାୟଣ ଏବେ ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି … Read More

୧୦ ବର୍ଷରେ ହାତୀ ନେଲାଣି ହଜାରରୁ ଅଧିକ ମୁଣ୍ଡ

ଭୁବନେଶ୍ବର: ବଢି ଚାଲିଛି ହାତୀଙ୍କ ଉପଦ୍ରବ । ଜଙ୍ଗଲ ଛାଡି ଗାଁ ଏବଂ ସହର ମୁହାଁ ହେଉଛନ୍ତି ହାତୀପଲ । ପ୍ରତିଦିନ ହାତୀ ଆତଙ୍କରେ ଧନଜୀବନ କ୍ଷତି ହେଉଛି । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ … Read More

ଭୁବନେଶ୍ବର ଏମ୍ସ ନିକଟରେ ବୁଲୁଛି ହାତୀ, ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ

ଭୁବନେଶ୍ବର : ରାଜଧାନୀରେ ବୁଲୁଛି ହାତୀ। ଭୁବନେଶ୍ବର ଏମ୍ସ ନିକଟ କାଜୁ ବଗିଚାରେ କାଲି ରାତିରୁ ଫସି ରହିଛି ଦନ୍ତାହାତୀ । ଲୋକଙ୍କୁ ସତର୍କ ରହିବା ସହ ହାତୀ ପାଖକୁ ନଯିବାକୁ ସଚେତନ କରାଯାଉଛି। ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି। … Read More

ରାଜ୍ୟରେ ବର୍ତ୍ତମାନ ମୋଟ ୮୫୫ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ ଯେ, ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା କେତେଗୋଟି ଆମ୍ବୁଲାନ୍ସ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି; କେତେଗୋଟି ନୂଆ ଆମ୍ବୁଲାନ୍ସ ଆଣିବାର ଯୋଜନା ରହିଛି ? ଯାହାର ଉତ୍ତର ଦେଇ … Read More

ଆରୁହା ପାହାଡ଼ରେ ବେଆଇନ ଖନନ ଓ କଳାପଥର ଚୋରା ଚାଲାଣକୁ ବିରୋଧ, ମାଫିଆଙ୍କ ଛତ୍ରଭଙ୍ଗ

ଯାଜପୁର: ଦିନରାତି ପାହାଡ଼ରେ ଚାଲିଛି ୱାଗନ ବ୍ଲାଷ୍ଟିଂ । ବେଆଇନ ଭାବେ ବ୍ଲାଷ୍ଟିଂ ଦ୍ୱାରା ସମଗ୍ର ଅଞ୍ଚଳରେ ମୃଦୁ ଭୂମିକମ୍ପ ସୃଷ୍ଟି । ପାହାଡ଼ରୁ ବେଆଇନ ଭାବେ ଖନନ ସହ ଶହ ଶହ ଟ୍ରିପ୍ କଳାପଥର ଚୋରା ଚାଲାଣ କରାଯାଉଛି । ଯାହାଫଳରେ … Read More

୮ମାସରେ ୬ଟା ମୁଣ୍ଡ ନେଲାଣି ‘ମୋ ବସ୍’

ଭୁବନେଶ୍ବର: ଗତ ୮ ମାସ ଭିତରେ ୬ଟା ଜୀବନ ନେଲାଣି ‘ମୋ ବସ୍’ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଜୁନ୍ ୨୦୨୪ ପରଠାରୁ ଭୁବନେଶ୍ୱର, କଟକ ଏବଂ ପୁରୀ … Read More

୫ଦିନରେ ଆଶାକର୍ମୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଲୋୟର ପିଏମଜିରେ ଜାରି ରହିଛି ଆଶାକର୍ମୀଙ୍କ ଆନ୍ଦୋଳନ। ୧୮ ଦଫା ଦାବିରେ ଗଣଧାରଣା ଦେଇଛନ୍ତି ଶହଶହ ଆଶାକର୍ମୀ। ଥଣ୍ଡା କାକରରେ ରାତି କାଟୁଛନ୍ତି।  ସ୍ଥାୟୀ କର୍ମଚାରୀର ମାନ୍ୟତା, ପ୍ରୋତ୍ସାହନ ରାଶି ପରିବର୍ତ୍ତେ ମାସିକ ୨୬ ହଜାର ଟଙ୍କା ଦରମା, ମୃତ୍ୟୁ କାଳୀନ … Read More