ବ୍ୟବସାୟ ବିକାଶ ବୃଦ୍ଧି କରିବା ପାଇଁ ସହର ଯୋଜନା ନିୟମ ସଂଶୋଧନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୨।୩: ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ(ବ୍ୟବସାୟ କରିବାର ସହଜତା)କୁ ବୃଦ୍ଧି କରିବା ପାଇଁ, ଓଡ଼ିଶା ସରକାର ଓଡ଼ିଶା ସହର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ (ଯୋଜନା ଏବଂ ନିର୍ମାଣ ମାନକ) ନିୟମ, ୨୦୨୧ ଏବଂ ଓଡ଼ିଶା ବିକାଶ କର୍ତ୍ତୃପକ୍ଷ (ଯୋଜନା ଏବଂ ନିର୍ମାଣ … Read More

ଗିରଫ ହୋଇପାରନ୍ତି ରାଜା ଚକ୍ର

ଭୁବନେଶ୍ୱର,୧୨।୩: ଗିରଫ ହୋଇପାରନ୍ତି ରାଜା ଚକ୍ର। ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇପାରନ୍ତି ରାଜା ଚକ୍ର। ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଓ ଅନ୍ୟ ଚାରି ସହଯୋଗୀଙ୍କ ଆଗୁଆ ଜାମିନ ଖାରଜ। ସହଯୋଗୀଙ୍କ … Read More

ବିଧାନସଭା ଘେରିବ କଂଗ୍ରେସ, ମୋହନ ସରକାରଙ୍କ ବଢିଲା ଟେନଶନ

ଭୁବନେଶ୍ୱର,୧୨।୩: କଂଗ୍ରେସ ନେତା ତାରା ବାହିନୀପତିଙ୍କ ସସପେଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏ ପ୍ରସଙ୍ଗରେ ବଡ଼ ବୈଠକ କରିଛି ବଂଗ୍ରେସ। ଯେଉଁଥିରେ ଦଳର ବହୁ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ତେବେ ବୈଠକ ପରେ ଦଳ … Read More

ମୋବାଇଲ ନେବେ ହେଲେ ଭିଡିଓଗ୍ରାଫି ମନା

ଭୁବନେଶ୍ୱର: ଶେଷରେ ଧାରଣାରୁ ଓହରିଲେ ସାମ୍ବାଦିକ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି । ବିଧାନସଭାକୁ ସାମ୍ବାଦିକଙ୍କ ମୋବାଇଲ ମନାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ସାମ୍ବାଦିକ । ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି … Read More

ରାସନ କାର୍ଡରେ ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। … Read More

ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ବନ୍ଦ ଥିବା ସୂତାକଳ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ: ମନ୍ତ୍ରୀ

ଭୁବନେଶ୍ବର: ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ରାଜ୍ୟରେ ବନ୍ଦ ଥିବା ସୂତାକଳଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବିଧାନସଭାରେ ଏକ ପ୍ରଶ୍ନ ନେଇ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ବଡ଼ଚଣା … Read More

ଶୂନ ଦୁର୍ଘଟଣା ଲକ୍ଷ୍ୟ: ୩୦ ଦିନିଆ ନୂତନ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହେବ

ଭୁବନେଶ୍ବର: ଓଡ଼ିଶା ସରକାର ସଡ଼କ ସୁରକ୍ଷା ବୃଦ୍ଧି ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ, ଶୂନ ଦୁର୍ଘଟଣା ଦିବସ (ଜେଡ୍‌ଏଡି) ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ୩୦ ଦିନିଆ ଅଭିଯାନ ଦୃଷ୍ଟିକୋଣ ଏବଂ ନେତୃତ୍ୱ … Read More

ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି

ଭୁବନେଶ୍ୱର,୧୨ା୩: ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ଦ୍ୱାରା ଓଡ଼ିଶାର ସର୍ବଶେଷ ଡଲଫିନ୍ ଗଣନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି, ଯାହା ସାମୁଦ୍ରିକ ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆଞ୍ଚଳିକ ବଣ୍ଟନ ଏବଂ ପ୍ରଜାତି ବିବିଧତାକୁ ଗୁରୁତ୍ୱ ଦେଇ, ଚଳିତ … Read More

ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍‌ପେଣ୍ଡ

ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୂଚନା ମୁତବକ, ମଙ୍ଗଳବାର ବିଧାନସଭା ଅଧିବେଶନ ଚାଲିଥିବା … Read More

ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ ବିଜେଡି ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଜି ଯାଇଛନ୍ତି । ତେଣୁ ତାଙ୍କୁ ଖୋଜିବାକୁ ବାହାରିଛନ୍ତି ବିଜେଡି ବିଧାୟକ । ହାତରେ ଧରିଛନ୍ତି ଲଣ୍ଠନ । ବିଧାନସଭାରେ କୋଠରୀରୁ କୋଠରୀ ବୁଲି ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।ଆଜି ଗୃହରେ ବିଜେପି ବିଧାୟକଙ୍କ ଗୁଣ୍ଠାରାଜ ଦେଖିବାକୁ … Read More