ପାଓ୍ବାର ଚେନାଲରେ ବୁଡ଼ି ଭିସୁଟର ଛାତ୍ରଙ୍କ ମୃତ୍ୟୁ

ବୁର୍ଲା: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଛାତ୍ର ଜଣକ ଅନ୍ୟ ବନ୍ଧୁଙ୍କ ସହ ହୀରାକୁଦ ନଦୀବନ୍ଧ ପାୱାର ଚେନାଲର ‘ଅଠରହଜାର’କୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ। … Read More

ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୫୪୩୩ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ମୋଟ ୫୪୩୩ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣାରେ ଯାଇଛି ୫୦୫ ଜୀବନ। … Read More

କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ: ବନ୍ଧା ହେଲେ ୪ ଅଭିଯୁକ୍ତ

କଟକ: କଟକ ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ୍ ବି ଜବତ କରାଯାଇଛି। ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ … Read More

ଏମଏସଏମଇ ଏବଂ ଆଇଟି କ୍ଷେତ୍ରର ଅଭିବୃଦ୍ଧି ପାଇଁ ଓଡ଼ିଶା ସରକାର ନିର୍ମାଣ ନିୟମକୁ ସହଜ କଲେ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡ଼ିଶା ନଗର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ (ଯୋଜନା ଏବଂ କୋଠା ମାନକ) ନିୟମ, ୨୦୨୧(ବିଜ୍ଞପ୍ତି ନମ୍ବର ୪୬୭, ତାରିଖ ୨୧.୦୨.୨୦୨୫) ଏବଂ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଯୋଜନା ଏବଂ … Read More

ନଦୀ ନାଳ ନିକଟରେ ରହୁଥିବା ଲୋକମାନଙ୍କ ପ୍ରତି ରହିଛି କର୍କଟ ରୋଗ ବିପଦ : ଆଇସିଏମ୍‌ଆର

ଭୁବନେଶ୍ୱର,୧୨।୩: ଦେଶର ସର୍ବୋଚ୍ଚ ମେଡିକାଲ ପ୍ୟାନେଲ୍, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଦ୍ୱାରା ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ନଦୀ ନାଳ ନିକଟରେ ରହୁଥିବା ଲୋକମାନେ କର୍କଟ ରୋଗରେ ପୀଡିତ ହେବାର ବିପଦର ସମ୍ମୁଖୀନ ହୁଅନ୍ତି। ଇଣ୍ଡିଆନ୍ … Read More

ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ

ଭୁବନେଶ୍ୱର,୧୨ା୩: ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ। ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସ୍‌ମିଟ୍‌ କରି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ଉପରେ ମଧ୍ୟ … Read More

ଭୁବନେଶ୍ୱରର ପଳାସୁଣୀ ବ୍ରିଜ୍‌ର ୬-ଲେନିଂକୁ ଅନୁମୋଦନ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, କେନ୍ଦ୍ର ସରକାର ଜାତୀୟ ରାଜପଥ (ଏନଏଚ)-୧୬ରେ ପଳାସୁଣୀ ସେତୁର ଛଅ ଲେନ ନିର୍ମାଣ ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ବୁଧବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ସମ୍ପର୍କରେ ସୂଚନା … Read More

ଚଳିତ ବର୍ଷ ପ୍ରଥମ ଥର ଓଡ଼ିଶାରେ ୪୦ ଡିଗ୍ରୀ ଅତିକ୍ରମ କଲା ତାପମାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ୨୦୨୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଛି। ବୌଦ୍ଧର ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍ ଛୁଇଁଥିବ‌ା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ଆଇଏମଡିର ସଦ୍ୟତମ ତଥ୍ୟ … Read More

ଶନିବାର ବିଭିନ୍ନ ଜିଲାରେ ହିଟ୍‌ ଓ୍ବେଭ୍‌: ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୨ା୩: ହୋଲି (ମାର୍ଚ୍ଚ ୧୫) ଦିନ ଓଡ଼ିଶାର ଅନେକ ଜିଲାରେ ହିଟ୍‌ ଓ୍ବେଭ୍‌ ଅନୁଭବ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଏବଂ ଏହି ସମ୍ପର୍କରେ ଏକ ସତର୍କତା ଜାରି କରିଛି। ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଏବଂ … Read More

ବାହାର ରାଜ୍ୟରୁ ୨୦୨୩-୨୪ରେ ଓଡ଼ିଶାକୁ ୩୩,୪୨୪ ମେଟ୍ରିକ ଟନ୍ ମାଛ ଆସିଛି, ଅଣ୍ଡା ଅଭାବ ରହିଛି: ମନ୍ତ୍ରୀ

ଭୁବନେଶ୍ବର: ବାହାର ରାଜ୍ୟରୁ ୨୦୨୩-୨୪ରେ ଓଡ଼ିଶାକୁ ୩୩,୪୨୪ ମେଟ୍ରିକ ଟନ୍ ମାଛ ଆସିଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି। ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ … Read More