ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା, ଗୃହରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ୱର : ବିଧାନସଭାରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ଗୃହ ମଧ୍ୟଭାଗରେ ନାରାବାଜି । ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା ।  ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ହୁଇସିଲ … Read More

ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗ, ରାଜା ଚକ୍ରଙ୍କ ସହଯୋଗୀ ସୁଶାନ୍ତ ସାମଲ ଗିରଫ

କେନ୍ଦୁଝର: ରାଜା ଚକ୍ରଙ୍କ ସହଯୋଗୀ ଗିରଫ । ସୁଶାନ୍ତ ସାମଲକୁ କେନ୍ଦୁଝରରୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ସୁଶାନ୍ତ ରାଜା ଚକ୍ରଙ୍କ କୋଟି କୋଟି ଟଙ୍କା ବିଭିନ୍ନ ସ୍ଥାନରେ ଲୁଚାଇ ରଖିବାରେ ସହଯୋଗ କରିଥିଲେ । ବେନାମୀ ସମ୍ପତ୍ତି ବିନିଯୋଗ କରିବା … Read More

ଭୋଟର ପରିଚୟପତ୍ର ସହିତ ସଂଯୋଗ ହେବ ଆଧାର କାର୍ଡ

ସମ୍ବଲପୁର: ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ କରାଯିବ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମର୍ମରେ ବୁଧବାର ନିର୍ବାଚନ କମିଶନ … Read More

ନାରୀ ସୁରକ୍ଷା ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହକାର୍ଯ୍ୟ ମୁଲତବି

ଭୁବନେଶ୍ବର: ଅପରାହ୍ଣ ୪ଟା ଯାଏଁ ଗୃହକାର୍ଯ୍ୟକୁ ମୁଲତବି । ନାରୀ ସୁରକ୍ଷା ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁଁ ବାରମ୍ବାର ଗୃହ ମୁଲତବି ହୋଇଛି। ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁଁ ଅପରାହ୍ଣ ୪ଟା ଯାଏଁ ବାଚସ୍ପତି ବିଧାନସଭାକୁ … Read More

ଓସ୍ତ ଗଛଡାଳ ଭାଙ୍ଗି ବାଇକ୍ ଉପରେ ପଡ଼ିଯିବାରୁ ଛାତ୍ରଙ୍କ ମୃତ୍ୟୁ, ଦୁଇ ଗୁରୁତର

ବୈପାରିଗୁଡ଼ା: ଏମିତି ବି ମୃତ୍ୟୁ ଆସେ। ଅଧାରେ ରହିଗଲା ପରୀକ୍ଷା। ବାଟରେ ଜଗିଥିଲା ଯମ। ଜୟପୁର ଅଞ୍ଚଳର ତିନି ଛାତ୍ର ପରୀକ୍ଷା ଦେବାକୁ ବାଇକରେ ବୈପାରିଗୁଡ଼ାର ସହିଦ୍ ଲକ୍ଷ୍ମଣ ନାୟକ ଡିଗ୍ରି କଲେଜକୁ ଆସୁଥିବା ବେଳେ ମହୁଲି ଘାଟିରେ ଓସ୍ତ ଗଛର … Read More

ଏହି ଜିଲାରେ ପ୍ରତିଷ୍ଠା ହେବ ଆୟୁର୍ବେଦିକ ମେଡିକାଲ କଲେଜ

ଭୁବନେଶ୍ୱର, ୧୯।୩: ଓଡ଼ିଶାର ମୟୂରଭଞ୍ଜ ଜିଲାରେ ରାଜ୍ୟ ସରକାର ଏକ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନ କରିବେ। ବୁଧବାର ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା ପ୍ରକାଶ କରିଛନ୍ତି। “ଓଡିଶାର ମୟୂରଭଞ୍ଜ ଜିଲାରେ ଏକ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ରାଜ୍ୟ … Read More

ଗଞ୍ଜାମ ଜିଲ୍ଲାର ଖାରିପଲ୍ଲୀ ଟ୍ରିପଲ ମଡର ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ରେ ୧୩ ଗିରଫ….!

ବ୍ରହ୍ମପୁର :  ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ର ବାହାରପୁର ପଞ୍ଚାୟତର ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗାଁରେ ଗତକାଲି ରାତିରେ ଘଟିଥିବା ଗୋଷ୍ଠି ସଂଘର୍ଷ ଘଟଣା ରେ ଖଦାଳ ବେହେରା, ରତ୍ନାକର ବେହେରା ଓ ରମେଶ ବେହେରାଙ୍କ ମୃତ୍ୟୁ ଘଟିଥିଲା … Read More

ତପି ମିଶ୍ର ଗିରଫ

ଭୁବନେଶ୍ବର : ଗିରଫ ହେଲେ ତପି ମିଶ୍ର । ୨୦୨୩ ମସିହାରେ ଲେଖିକା ବନସ୍ମିତାଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ଅନେକ ଦିନ ହେବ ବିବାଦରେ … Read More

ପିଏମ୍‌ ସୂର୍ଯ୍ୟଘର ଯୋଜନା ପାଇଁ ବଢୁଛି ଆଗ୍ରହ-ଶକ୍ତିମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ପାଇଁ ଆଗ୍ରହ ବୃଦ୍ଧି ପାଉଥିବା ବେଳେ ଏଯାଏଁ ପ୍ରାୟ ୯୩ ହଜାର ୩୬୭ ଜଣ ଲୋକେ ପଞ୍ଚୀକରଣ କରିଥିବା ନେଇ ବୁଧବାର ଜଣାପଡିଛି। ପଞ୍ଚୀକରଣ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ୨୭୪୦ ଜଣ ଏହାର … Read More

ମାର୍ଚ୍ଚ ୩୧ ପରେ ସୁଭଦ୍ରା ସର୍ଭେ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପୁଣି ସୁଭଦ୍ରାକୁ ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ରାସନ କାର୍ଡ ଏବଂ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରଥମ କିସ୍ତି ପାଇଛନ୍ତି ମାତ୍ର ଆୟ … Read More