ଅନୁଗୁଳରେ ପୁଣି ପୋଲିସର ଏନକାଉଣ୍ଟର, ପେସାଦାର ଅପରାଧୀ ଆହତ
ଅନୁଗୁଳ : ଅନୁଗୁଳରେ ପୁଣି ପୋଲିସର ଏନକାଉଣ୍ଟର । ପେଶାଦାର ଅପରାଧୀ କ୍ଷୀରୋଦ ନାଏକ ଗୁରୁତର । କ୍ଷୀରୋଦ ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ … Read More
