ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ଅବସରରେ ରାଜ୍ୟର ବିଜେପି ସରକାର ଉପରେ କଡ଼ା ପ୍ରହାର କରିଛନ୍ତି ବିରୋଧୀ ଦଳ ନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ବୁଧବାର, ଗାନ୍ଧୀ ଜୟନ୍ତୀ ଠାରୁ … Read More

ପୂଜା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା। ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତ ପାଇବେ କ୍ଷତିପୂରଣ। ଲଗାଣ ବର୍ଷା ଓ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରାଯିବ। ୧୦ ତାରିଖ ସୁଦ୍ଧା ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ରାଜସ୍ବ ଓ … Read More

ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିଲା ଅମୃତ ମଣୋହି ଜମି: ରାଜସ୍ୱ ପର୍ଷଦ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଓ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ ବୋର୍ଡ ଅଫ୍ ରେଭେନ୍ୟୁ, କଟକଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ଓ.ଏସ୍.ଏସ୍. କେସ୍ ନଂ. ୬୫୮/୨୦୨୨ରେ ରାଜସ୍ବ ପର୍ଷଦ, କଟକ ଏକ ମାମଲାର ଶୁଣାଣି କରି … Read More

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ, ରାଜ୍ୟର ବିକାଶ ନେଇ କଲେ ଆଲୋଚନା

ଭୁବନେଶ୍ୱର: ଗୁରୁବାର ଦିନ ନୂଆଦିଲ୍ଲୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଭେଟି ରାଜ୍ୟର ବିକାଶ ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରିଛନ୍ତି।ଏହି ସାକ୍ଷାତ ସମୟରେ ରାଜ୍ୟପାଳ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ … Read More

ବାପାଙ୍କ ବେକକୁ ବ୍ଲେଡ୍‌ରେ କାଟି ହତ୍ୟା ଉଦ୍ୟମ, ପୁଅ ଗିରଫ

ଗୁଡ଼ାରୀ: ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡି.ପେଣ୍ଡିଲି ଗ୍ରାମରେ  ବାପା-ପୁଅଙ୍କ ମଧ୍ୟରେ ଥିବା ବିବାଦରୁ ଜଣେ ବୃଦ୍ଧଙ୍କ ବେକକୁ ବ୍ଲେଡ୍‌ରେ କାଟି ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁଡ଼ାରୀ ପୁଲିସ ଅଭିଯୁକ୍ତ ପୁଅ କାମ୍ପୁ … Read More

ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ନବମ ଶ୍ରେଣୀ ପାଠ୍ୟପୁସ୍ତକ

କଟକ : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ବଦଳିବ ନବମ ଶ୍ରେଣୀର ପାଠ୍ୟପୁସ୍ତକ ।  ଜାତୀୟ ଶିକ୍ଷାନୀତି ୨୦୨୦, ଜାତୀୟ ପାଠ୍ୟଚର୍ଯ୍ୟା ଢାଞ୍ଚା ୨୦୨୩ ଏବଂ ଓଡ଼ିଶା ପାଠ୍ୟଚର୍ଯ୍ୟା ଢାଞ୍ଚା ୨୦୨୫ ସହ ସମନ୍ୱୟ ରଖି ଏହି ପରିବର୍ତ୍ତନ ହେଉଛି ।  ଏନେଇ ଆଜି … Read More

ନିୟମିତ ହେଲେ ଜୁନିୟର ଶିକ୍ଷକ, ୨୦୨୬ ଜାନୁଆରୀ ୧ରୁ ହେବ ଲାଗୁ

ଭୁବନେଶ୍ୱର : ନିୟମିତ ହେଲେ ଜୁନିୟର ଶିକ୍ଷକ (ସ୍କିମାଟିକ)  ।   ଏହି ନିୟମିତକରଣ ୧ ଜାନୁଆରୀ ୨୦୨୬ରୁ ଲାଗୁ ହେବ ।  ୨୦୨୩-୨୪ ଶିକ୍ଷାବର୍ଷରେ ଯୋଜନାଭିତ୍ତିକ ଭାବେ ନିଯୁକ୍ତ ଜୁନିୟର ଶିକ୍ଷକଙ୍କ ନିୟମିତକରଣ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ … Read More

କାଜୁ ବଗିଚାରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର : କାଜୁ ବଗିଚାରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର  ।  ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ମୋକିଆ ଗାଁରେ ଅଭାବନୀୟ ଘଟଣା  ।  ଏକ କାଜୁ ବାଡ଼ରୁ ଜଣେ ଯୁବକ ଓ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାରକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ।  … Read More

ହାଇକୋର୍ଟରେ ବିଚାରପତି ପଦ ପୂରଣ ଦାବିରେ ବାର୍ ଆସୋସିଏସନର ଆନ୍ଦୋଳନ

କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ଆଜି ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଛି ହାଇକୋର୍ଟ ବାର୍ ଆସୋସିଏସନ୍ । ବିଚାରପତିଙ୍କ ଖାଲି ପଦବୀ ଶୀଘ୍ର ପୂରଣ ଦାବିରେ ଆଇନଜୀବୀମାନେ ଆଜି କୋର୍ଟ କାର୍ଯ୍ୟରୁ ବିରତ ରହିଛନ୍ତି । ବାର୍ ଆସୋସିଏସନ୍‌ର ପ୍ରତିନିଧିମାନେ … Read More

ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ସୁଗମ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ କରାଯାଉଛି । ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟ ଠାରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ରାମ୍ପ୍ ଏବଂ ରେଲିଂ ନିର୍ମାଣ … Read More