ନୟାପଲ୍ଲୀ ଦୁଷ୍କର୍ମ ମାମଲା: ଚୋରି କରିବାକୁ ଆସି ଦୁଷ୍କର୍ମ କରିଥିବା କହିଲେ ପୋଲିସ କମିଶନର

ଭୁବନେଶ୍ୱର : ଅଭିଯୁକ୍ତର ଡାହାଣ ଗୋଡରେ ବାଜିଛି ଗୁଳି । ଚୋରି କରିବାକୁ ଆସି ଦୁଷ୍କର୍ମ କରିଥିବା ନେଇ କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଲାଇଟର ଗନ୍ ରେ ଅଭିଯୁକ୍ତ ଦେଇଥିଲା ଧମକ । ପୂର୍ବରୁ ଆସି ପୀଡିତାଙ୍କ … Read More

ଏସ୍‌ଆଇଆର୍‌ ପ୍ରସଙ୍ଗ; ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟର୍‌ଙ୍କ ଘରେ ବିଏଲ୍‌ଓ

ଭୁବନେଶ୍ୱର : ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଯେଉଁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମାପ୍ତ ହୋଇଛି, ସେଠାରେ ଚୂଡ଼ାନ୍ତ ଭୋଟର୍‌ ତାଲିକାରୁ ବାଦ୍ ପଡ଼ିଥିବା ଭୋଟର୍‌ ଏବଂ ପ୍ରଥମଥର ପାଇଁ ଭୋଟର ତାଲିକାରେ ସାମିଲ ହେଉଥିବା ଯୁବ ଭୋଟରଙ୍କୁ ପଞ୍ଜୀକରଣ … Read More

ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୂରଣ ହେବ ଖାଲି ପଡ଼ିଥିବା ୧୪୦୦ ଖାଲି ପଦ

ଭୁବନେଶ୍ୱର  : ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦ ପୂରଣକୁ ନେଇ ବଡ଼ କସରତ । ଲୋକ ଭବନରେ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଯୋଗ ଦେଇଥିବା … Read More

ଗାଧୋଇବା ବେଳେ ସୁବର୍ଣ୍ଣରେଖାରେ ୨ ନାବାଳକ ନିଖୋଜ

ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଅଘଟଣ  ।  ନଦୀରେ ଗାଧୋଇବା ବେଳେ ୨ ନାବାଳକ ନିଖୋଜ  ।  ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି  ।  ଜଳେଶ୍ବର ଥାନା ଶେଖବାଡ଼ ନିକଟରେ ଘଟିଛି ଅଭାବନୀୟ ଘଟଣା ।  ଝାଡ଼େଶ୍ୱର … Read More

‘ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୬’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି … Read More

ଓଲଟିଲା ସ୍କୁଲ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ

ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଭ୍ୟାନ୍ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ । ଯାଜପୁର ଜିଲ୍ଲା ଧାନମଣ୍ଡଳ ସ୍ଥିତ ଏକ ପବ୍ଲିକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ସମୟରେ … Read More

ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର : ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ । କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା । ​ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ ହେଲା ଜଟଣୀ ପୋଲିସ । ହଷ୍ଟେଲ ଖାଦ୍ୟରୁ ପୋକ ବାହାରିବା ଘଟଣାକୁ କେନ୍ଦ୍ର କରି ଜଟଣୀସ୍ଥିତ ଏକ ବିଶ୍ୱବିଦ୍ୟାଳୟ … Read More

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର :  ଓଡ଼ିଶାରେ ଡି. ପୁରନ୍ଦେଶ୍ୱରୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ । ଦାୟିତ୍ୱ ମିଳିବା ପରେ ଉଭୟଙ୍କ … Read More

ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଖସିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ଏନକାଉଣ୍ଟର

ଭୁବନେଶ୍ବର: ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ । ପୋଲିସକୁ ଚକମା ଦେଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର କଲା ପୋଲିସ । ପୋଲିସ କବଳରୁ ଖସିବା ପାଇଁ ଫାୟାର କରିଥିଲା ଅଭିଯୁକ୍ତ … Read More

ନନ୍ଦନକାନନରେ ସାମିଲ ୧୧ଟି ଭିନ୍ନ ପ୍ରଜାତିର ୩୬ ପଶୁପକ୍ଷୀ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ନୂଆ ଆକର୍ଷଣ ଯୋଡ଼ିବା ଉଦ୍ଦେଶ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୧ଟି ଭିନ୍ନ ପ୍ରଜାତିର ୩୬ଟି ପଶୁପକ୍ଷୀଙ୍କୁ ସାମିଲ କରାଯାଇଛି।ଅଧିକାରୀମାନେ କହିଛନ୍ତି ଯେ, ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅକ୍ଟୋବର ୩ ତାରିଖ ଦିନ ଏହି ନୂଆ … Read More