ବାତିଲ ହେଲା ଅଧିକାରୀଙ୍କ ଛୁଟି, ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର । ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ବାତ୍ୟା … Read More

୪୫ ହଜାର ଟଙ୍କାର ନକଲି ନୋଟ ଜବତ

ବରଗଡ଼: ବରଗଡ଼ରେ ଧରା ପଡ଼ିଲା ୪୫ ହଜାର ଟଙ୍କାର ନକଲି ନୋଟ । ଏହି ମାମଲାରେ ଜଣେ ନାବାଳକକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ବରଗଡ଼ ସହରର ସ୍ବାଗତ ସାହୁ ନାମକ ଜଣେ ଯୁବକ ନିଜ OLA … Read More

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟାଭାଲ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍

ବରଗଡ଼: ଭିଜିଲାନ୍ସ ଜାଲରେ ଫସିଲେ କଟାଭାଲ ପିଇଓ କାର୍ତ୍ତିକେଶ୍ବର ବେହେର। ପିଇଓଙ୍କ ଘରୁ ମିଳିଲାଣି ୨.୯୮ ଲକ୍ଷ ଟଙ୍କା। ପୈତୃକ ଘର କନ୍ଦାଗାଡ଼ରୁ ଭିଜିଲାନ୍ସ ରେଡ୍‌ ବେଳେ ଏହି ଟଙ୍କା ଜବତ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପିଇଓଙ୍କ … Read More

୨୫ ତାରିଖ ଯାଏ ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ

ବ୍ରହ୍ମଗିରି: ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚିଲିକାରେ ୪ଦିନ ବନ୍ଦ ରହିବ ଭସାପୋଲ । ଚିଲିକା ହ୍ରଦରେ ସାତପଡ଼ା-ଜହ୍ନିକୁଦା ମାର୍ଗରେ ଆଜିଠୁ ୨୫ ତାରିଖ ଯାଏ ନୌ-ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ … Read More

ଓଡ଼ିଶା ଉପକୂଳରେ ମିଳିଲା ପ୍ରାକୃତିକ ଗ୍ୟାସର ସନ୍ଧାନ

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ପ୍ରାକୃତିକ ଗ୍ୟାସ୍ ର ସନ୍ଧାନ ପାଇଛି ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ ବା ONGC । କୋଣାର୍କଠାରୁ ସମୁଦ୍ର ମଧ୍ୟରେ ପ୍ରାୟ ୪୩ କିଲୋମିଟର ଦୂର ମହାନଦୀ ଅଫ୍ ଶୋର ବେସିନର ଗଭୀର ଜଳ … Read More

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ: ୨ ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର : ସମୁଦ୍ରରେ ଗାଧୋଇବା ହେଲା କାଳ । ଢେଉରେ ଭାସିଗଲେ  ଦାଦା, ଖୁଡ଼ି ଓ ଶିଶୁପୁତ୍ର । ପଶ୍ଚିମବଙ୍ଗର ମନ୍ଦାରମଣି ସମୁଦ୍ରରେ ଗାଧୋଇବାକୁ ଯାଇ ଘଟିଛି ଅଘଟଣ । ସମୁଦ୍ରରେ ଗାଧୋଇବା ସମୟରେ ଗୋଟିଏ ପରିବାରର ତିନିଜଣ ସମୁଦ୍ରରେ ଭାସିଯାଇଥିଲେ ।  … Read More

ଆସନ୍ତାକାଲି ଜଗତସିଂହପୁରରେ ସମସ୍ତ ସ୍କୁଲ ବନ୍ଦ

ଜଗତସିଂହପୁର: ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‌ ବନ୍ଦ ରହିବ। ପ୍ରବଳ ବର୍ଷାରେ ଛାତ୍ରଛାତ୍ରୀଙ୍କ ଯାତାୟାତ ଓ ସୁରକ୍ଷାକୁ ନଜରରେ ରଖି … Read More

ମାଡ଼ି ଆସୁଛି ବର୍ଷା ବିପତ୍ତି, ମତ୍ସ୍ୟଜୀବୀଙ୍କୁ ସତର୍କ କଲେ ମତ୍ସ୍ୟ ଅଧିକାରୀ

ଭୁବନେଶ୍ବର: ମାଡ଼ି ଆସୁଛି ବର୍ଷା ବିପତ୍ତି । ପ୍ରବଳ ବର୍ଷାକୁ ନେଇ ଉପକୂଳ ଅଞ୍ଚଳର ଲୋକେ ଭୟଭୀତ । ମତ୍ସ୍ୟଜୀବୀଙ୍କୁ ସଚେତନ କରିବା ପାଇଁ ଅସ୍ତରଙ୍ଗ ସମୁଦ୍ର କୂଳରେ ପହଁଞ୍ଚିଲେ ମତ୍ସ୍ୟ ଅଧିକାରୀ । ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସତର୍କ କରିବା ପାଇଁ … Read More

ଟ୍ରେନ ଧକ୍କାରେ ଦୁଇ ମହିଳା ମୃତ

ବାଲେଶ୍ବର : ଟ୍ରେନ ଧକ୍କାରେ ଦୁଇ ମହିଳା ମୃତ । ବାଲେଶ୍ବର ଜିଲ୍ଲା ବସ୍ତା ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ । ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଏହା ଦୁର୍ଘଟଣା ନା ଆଉ … Read More

ରାଜଧାନୀରେ ଫୁଟିଲା ଗୁଳି, ସଙ୍ଘବଦ୍ଧ ଆକ୍ରମଣରେ ୩ ଆହତ

ଭୁବନେଶ୍ବର: ରାଜଧାନୀରେ ଗୁଳିମାଡ଼ । ଭରତପୁର ଥାନା କୋଳଥିଆ ନିକଟ ଏକ ହସ୍ପିଟାଲ ପାଖରେ ଗୁଳିମାଡ଼ । ଗଣେଶ ପୂଜା ମଣ୍ଡପ ନିକଟରେ ଗୁଳିମାଡ଼ କଲେ ଦୁର୍ବୁତ୍ତ। ସଙ୍ଘବଦ୍ଧ ଆକ୍ରମଣ କରିବା ସହ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ତିନି ରାଉଣ୍ଡ ଫାଙ୍କା … Read More