ଖଜା ଦୋକାନରେ ଚଢ଼ାଉ, ୫ଟି ଭାଟି ସିଲ୍

ପୁରୀ : ଖଜା ଦୋକାନରେ ରେଡ୍ । ୫ଟି ଭାଟି ସିଲ୍ କଲା ପୁରୀ ପୋଲିସ ।  ଶ୍ରୀମନ୍ଦିର ନିକଟରେ ଥିବା ବିଭିନ୍ନ ଖଜା ଦୋକାନ ଓ ଗଜା ତିଆରି ଭାଟି ଉପରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ମୁନିସିପାଲିଟି ପକ୍ଷରୁ … Read More

ଅନୁଗୋଳରେ ଭୂମିକମ୍ପ ଝଟକା ଅନୁଭୂତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା । ରାତି ପ୍ରାୟ ୧୦.୪୭ ମିନିଟରେ ଏହି ଭୂମିକମ୍ପ ଝଟକା ପ୍ରାୟ ୫ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଛେଣ୍ଡିପଦା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୨୫ … Read More

ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ସୋମବାର ରାତିରେ ଜଣେ ‘ଜନ ସେବା କେନ୍ଦ୍ର’ ମାଲିକଙ୍କୁ କିଛି ଦୁର୍ବୃତ୍ତମାନେ ଗୁଳି ମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କେନ୍ଦେଇପାଶି ଠାରେ … Read More

ଭାଲୁକୁଣୀ ଭଷାଣ ବେଳେ ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର

ଯାଜପୁର : ଭାଲୁକୁଣୀ ଭଷାଣ ହେଲା କାଳ । ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର । ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ମହମ୍ମଦ ଜମାପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁତରଙ୍କୁ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । … Read More

ରେଡ୍ ବେଳେ ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୫ ଲକ୍ଷ ଜବତ କଲା ଭିଜିଲାନ୍ସ

ଯାଜପୁର: ଗିରଫ ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୫ ଲକ୍ଷ ଜବତ । ଯାଜପୁର ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କ ଘରୁ ନଗଦ ୫ ଲକ୍ଷ ୧୫ ହଜାର ଜବତ କରିଛି ଭିଜିଲାନ୍ସ । ୩୫ ହଜାର ଟଙ୍କା ଲାଞ୍ଚ … Read More

୩୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ

ଯାଜପୁର : ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ ଧରାପଡ଼ିଲେ ।  ବକେୟା ବିଲ୍ ପାସ୍ କରିବା ଓ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ … Read More

ଆଗୁଆ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

ଭୁବନେଶ୍ବର: ଏମଏମଡିଆର ପ୍ରସଙ୍ଗକୁ ନେଇ ବାରମ୍ବାର ଅଚଳାବସ୍ଥା ଭିତରେ ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବେଶନ । ମୌମୁମୀ ଅଧିବେଶନର ୫ମ ଦିନରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ବନ୍ୟା … Read More

ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି; ୩ ଅଭିଯୁକ୍ତ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର: କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଘଟଣାରେ ତିନିଜଣ ଅଭିଯୁକ୍ତ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ କଲେ ଆତ୍ମସମର୍ପଣ। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରେ ଆତ୍ମସମର୍ପଣ କଲେ ଏହି ୩ ଯନ୍ତ୍ରୀ। ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇବା ପରେ … Read More

ମହାନଦୀ ବିବାଦର ସମାଧାନ ଲାଗି ଅକ୍ଟୋବର ୧ରେ ଶାହାଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ

ଭୁବନେଶ୍ୱର : ଦିଲ୍ଲୀରେ ଏକାଠି ହେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଅଧ୍ୟକ୍ଷତା କରିବେ ଅମିତ ଶାହ ।  ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ଆସନ୍ତା ଅକ୍ଟୋବର ୧ରେ ଓଡ଼ିଶା … Read More

କଙ୍କଡା ଧରିବା ବେଳେ ଟାଣିନେଲା କୁମ୍ଭୀର, ଉଦ୍ଧାର କଲେ ବନ କର୍ମଚାରୀ

ରାଜନଗର : କଙ୍କଡା ଧରିବା ବେଳେ ମାଡି ବସିଲା କୁମ୍ଭୀର, ଜୀବନ ବଞ୍ଚାଇଲେ ବନ କର୍ମଚାରୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରକନିକା ଜଙ୍ଗଲରେ କୁମ୍ଭୀର ଆକ୍ରମଣ । କଙ୍କଡା ଧରୁଥିବା ବେଳେ ବାଙ୍କୁଆଳ ଗାଁ ର ମଦନ ବେହେରାଙ୍କୁ କୁମ୍ଭୀର ଆକ୍ରମଣ … Read More