ବିଜେପି ହାତ ଧରିବେ ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ୯ ବିଧାୟକ !

ଶିଲଂ: ମେଘାଳୟ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାର ଆଭାସ ମିଳିଛି । ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ‘ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟି’ (ୟୁଡିପି)ର ମୋଟ ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ … Read More

ଆମେ ଆତ୍ମସମର୍ପଣ କରିବୁ ନାହିଁ, ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ତାର ସହ ଛିଡ଼ା ହେବୁ : ଇରାନ ରାଷ୍ଟ୍ରପତି

ତେହେରାନ: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ୍ ଆମେରିକା ସହ ହୋଇଥିବା ଶାନ୍ତି ବୁଝାମଣା ପତ୍ରକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ତେହେରାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ କରିଛନ୍ତି ଯେ … Read More

ଆରକ୍ଷଣକୁ ନେଇ NDA ମେଣ୍ଟରେ ମତଭେଦ, ମୁହାଁମୁହିଁ ଦୁଇ ମନ୍ତ୍ରୀ, ପରସ୍ପରଙ୍କ ଇସ୍ତଫା ଦାବି…

ନୂଆଦିଲ୍ଲୀ: ଆରକ୍ଷଣ ନୀତିକୁ ନେଇ ଏନ୍‌ଡିଏ (NDA) ମେଣ୍ଟରେ ମତଭେଦ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ୍ ତାଙ୍କ କ୍ୟାବିନେଟ୍ ସହଯୋଗୀ ତଥା ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା (ସେକ୍ୟୁଲାର) ନେତା ଜିତନ ରାମ ମାଞ୍ଝୀଙ୍କ ଇସ୍ତଫା … Read More

କଂଗ୍ରେସ ନୁହେଁ OJCରୁ ଲଢିବେ ସୋଫିଆ ଫିର୍ଦ୍ଦୋସ !

ଭୁବନେଶ୍ୱର :କଂଗ୍ରେସ ନୁହେଁ, ଓଡ଼ିଶା ଜନତା କଂଗ୍ରେସରୁ ନିର୍ବାଚନ ଲଢ଼ିବେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଆଜି ଏଭଳି ଏକ ମନ୍ତବ୍ୟ ଦେଇ କଟକ ରାଜନୀତିରେ ହଟଚମଟ ଖେଳାଇଛନ୍ତି ଓଡ଼ିଶା ଜନତା କଂଗ୍ରେସ ଅଧ୍ୟକ୍ଷ ତଥା ତାଙ୍କ ବାପା ମହମ୍ମଦ ମୋକିମ୍। … Read More

ହାତୀ ଘଉଡ଼ାଇବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା

ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସେକ୍ସନର ଡାବରଚୁଆ ଗ୍ରାମ ଦୁଧିଆଚୁଆ ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ଜଣକ ମଇଦାନକେଲ ପଞ୍ଚାୟତ ଅନ୍ତର୍ଗତ କେରୀ ଗ୍ରାମ ବଡ଼ପଶି ସାହିର ନୃସିଂହ ନାଏକଙ୍କ … Read More

କଡେଇ ଛକ ନିକଟରେ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ

ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ବସ୍ । ୩୦ରୁ ଅଧିକ ଯାତ୍ରୀ ଆହତ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କଡେଇ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁଯାୟୀ, ଯଶୋଦା ନାମକ ଏହି ଘରୋଇ ବସ୍ ଭୁବନେଶ୍ୱରରୁ … Read More

୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି; ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଧାନ ପଞ୍ଜୀକରଣ ଅବଧି ଆଉ ୭ ଦିନ ବୃଦ୍ଧି କରାଯାଇଛି। ଆସନ୍ତାକାଲି ପଞ୍ଜୀକରଣର ଶେଷ ତାରିଖ ଥିବା ବେଳେ ଅନେକ ଚାଷୀ ବିଭିନ୍ନ କାରଣରୁ ପଞ୍ଜୀକରଣ କରିପାରୁନଥିବାରୁ ଏହି ଅବଧି ବଢ଼ାଯାଇଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା … Read More

ହୀରାକୁଦର ଦୀର୍ଘମିଆଦୀ ସୁରକ୍ଷାକୁ ନେଇ ଚିନ୍ତା; ଅତିରିକ୍ତ ସ୍ପିଲ୍‌ୱେ ପ୍ରକ୍ରିୟା ତ୍ୱରାନ୍ୱିତ

ସମ୍ବଲପୁର: ଚଳିତ ସପ୍ତାହରେ ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ଜଳପ୍ରଳୟ ପରେ ମହାନଦୀରେ ନିର୍ମିତ ଏସିଆର ଅନ୍ୟତମ ବୃହତ୍ତମ ମାଟିବନ୍ଧ ‘ହୀରାକୁଦ’ର ଦୀର୍ଘମିଆଦୀ ସୁରକ୍ଷାକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯଦି ଦୈବାତ୍ ଜଳଭଣ୍ଡାର ଉପରେ ଅତ୍ୟଧିକ … Read More

ଟଙ୍କା ପାଇଁ ବାପାଙ୍କୁ ଠେଙ୍ଗାରେ ପିଟି ମାରିଦେଲା ପୁଅ

ବାଙ୍ଗିରିପୋଷି : ଟଙ୍କା ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ ।  ଟଙ୍କା ନଦେବାରୁ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ପୁଅ  ! ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ପଥୁରୀ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସୂଚନା … Read More

ପତ୍ନୀ ଓ ସନ୍ତାନଙ୍କୁ ଭରଣପୋଷଣ ନଦେଲେ ସରକାରୀ କର୍ମଚାରୀଙ୍କ ଦରମା କାଟ୍

​ଭୁବନେଶ୍ୱର : ପତ୍ନୀ-ପିଲାଙ୍କୁ ଭରଣପୋଷଣ କିମ୍ବା ଛାଡ଼ପତ୍ର ସହାୟତା ଖର୍ଚ୍ଚ ନଦେଲେ କଟିବ ସରକାରୀ କର୍ମଚାରୀଙ୍କ ଦରମା । ​କର୍ମଚାରୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ। କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ଭରଣପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ … Read More