ଆକ୍ସନ ମୋଡରେ ପୋଲିସ, ପାର୍ବଣ ପୂର୍ବରୁ ବନ୍ଧା ହେଲା ହାର୍ଡକୋର କ୍ରିମିନାଲ
ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ପୋଲିସ । ମହଙ୍ଗା ପଡିଲା ଖଣ୍ଡା ବୁଲାଇବା । ଧରାପଡ଼ିଲା ହାର୍ଡକୋର କ୍ରିମିନାଲ । ଦୁର୍ଦ୍ଦାନ୍ତ ଅପରାଧି ବାପି ସ୍ବାଇଁ ଗିରଫ। ବୁଦ୍ଧ ବିହାର ଖଣ୍ଡା ବୁଲା ଘଟଣାରେ ଗିରଫ କଲା ପୋଲିସ୍ । … Read More
