ନେପାଳ ଜଳପ୍ରଳୟର ୯ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ
କାଠମାଣ୍ଡୁ : ନେପାଳ ଜଳପ୍ରଳୟର ୯ ଦିନ ପରେ ଜଳବିଦ୍ୟୁତ୍ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ । ତ୍ରିଶୁଳି-୩A ପ୍ରକଳ୍ପରୁ ମେକାନିକାଲ ଫୋରମ୍ୟାନ୍ ଓ ସୁପରଭାଇଜରଙ୍କୁ ସୁରକ୍ଷିତ ବାହାର କଲା ସେନା । ରସୁୱା ଜିଲ୍ଲାରେ ଥିବା ଅପର୍ ତ୍ରିଶୁଳି-୩A … Read More
