ଟ୍ରମ୍ପଙ୍କ ପରାମର୍ଶଦାତାଙ୍କ ‘ବ୍ରାହ୍ମଣ’ ମନ୍ତବ୍ୟର ଜବାବ ଦେଲା ଭାରତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆର୍ଥିକ ପରାମର୍ଶଦାତା ପିଟର ନଭାରୋ ଭାରତ ପ୍ରତି ଦେଇଥିବା ମନ୍ତ୍ୟବର କଡ଼ା ଜବାବ ଦେଇଛି ବିଦେଶ ମନ୍ତ୍ରଣାଳୟ। ରୁଷଠାରୁ ତୈଳ ଆମଦାନୀ ଯୋଗୁ ଭାରତର ବ୍ରାହ୍ମଣମାନେ ଲାଭବାନ ହେଉଥିବା ନେଇ ନଭାରୋ ଦେଇଥିବା ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ … Read More

ଚୀନ-ପାକିସ୍ତାନ ସମ୍ପର୍କରେ ଫାଟ ! ଲକ୍ଷ ଲକ୍ଷ ଡଲାରର ପ୍ରକଳ୍ପରୁ ଓହରିଲା ‘ଡ୍ରାଗନ୍’

ଚୀନ୍ ପାକିସ୍ତାନର ସବୁଠାରୁ ଭଲ ବନ୍ଧୁ ।  ଆଜିକାଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବା ପରି ମନେ ହେଉନାହିଁ । ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ବଦଳରେ ଏସୀୟ ବିକାଶ ବ୍ୟାଙ୍କ (ADB) … Read More

ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଡିନର ପାର୍ଟି, ସାମିଲ ହେଲେ ୫ ଭାରତୀୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଡିନର ପାର୍ଟିର ଆୟୋଜନ କରିଥିଲେ । ଯେଉଁ ପାର୍ଟିରେ ବଡ଼ ବଡ଼ ଟେକ୍ନୋଲୋଜି ଲିଡର୍ସମାନେ ସାମିଲ ହୋଇଥିଲେ । ବିଶେଷ କଥା ହେଉଛି ଯେ, ଆୟୋଜନ ହୋଇଥିବା ଏହି ପାର୍ଟିରେ ସୁନ୍ଦର ପିଚାଇ, … Read More

ମୁମ୍ବାଇରେ ହାଇଆଲର୍ଟ, ୩୪ଟି ମାନବ ବୋମା ବିସ୍ଫୋରଣ ଧମକ

ମୁମ୍ବାଇ : ହାଇ ଆଲର୍ଟରେ ମୁମ୍ବାଇ । ବୋମା ବିସ୍ଫୋରଣରେ ଦୋହଲି ଯିବ ମୁମ୍ବାଇ । ୩୪ଟି ମାନବ ବୋମା ବିସ୍ଫୋରଣ ହେବ ।  ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି ।  ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଆକ୍ରମଣ ପାଇଁ ଧମକ ଦେଇଛି … Read More

ଭିସା ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା, ଚୀନକୁ ସମର୍ଥନ କଲେ ଆମେରିକାରେ ପ୍ରବେଶ ମନା

ୱାଶିଂଟନ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର ଘୋଷଣା କରିଛନ୍ତି ଯେ କିଛି ମଧ୍ୟ ଆମେରିକୀୟ ନାଗରିକଙ୍କ ଉପରେ ନୂତନ ଭିସା କଟକଣା ଲାଗୁ କରାଯାଉଛି । ସେମାନଙ୍କ ଉପରେ ଜାଣିଶୁଣି ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ପାଇଁ କାମ କରିବା … Read More

ଜିଏସ୍‌ଟି ସୁଧାର ମଧ୍ୟବିତ୍ତମାନଙ୍କ ପାଇଁ ଲାଭଜନକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ ଜିଏସ୍‌ଟି ସୁଧାର ମଧ୍ୟବିତ୍ତମାନଙ୍କ ପାଇଁ ଲାଭଜନକ ବୋଲି କହିଛନ୍ତି। ଏହାଫଳରେ ରାଜ୍ୟର ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି। … Read More

ପାରିବାରିକ ସଂପତ୍ତି ବିଭାଜନ ସଂପର୍କିତ ମାମଲାରେ ଡିଏନ୍‌ଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବନି: ହାଇକୋର୍ଟ

କଟକ: ଏଣିକି ପାରିବାରିକ ସଂପତ୍ତି ବିଭାଜନ ସଂପର୍କିତ ମାମଲାରେ ଡିଏନ୍‌ଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବନି। ଏନେଇ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ଡିଏନ୍‌ଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ପ୍ରଭାବିତ କରିଥାଏ। … Read More

ବନ୍ୟା ଆଶଙ୍କା: ହୀରାକୁଦରୁ ୨୦ ଗେଟ୍​‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ଉତ୍ତରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଫୁଲୁଛି ହୀରାକୁଦ ଜଳଭଣ୍ଡାର। ସକାଳ ୮ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୬.୫୬ ଫୁଟ୍‌ରେ ପହଞ୍ଚିଛି । ଫଳରେ ଆଉ ୪ ଟି ଗେଟ୍ ଖୋଲାଯାଇଛି। … Read More

ରାଷ୍ଟ୍ରପତିଙ୍କୁ ଭେଟି ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-୨୦୩୬ ପୁସ୍ତିକା କଲେ ପ୍ରଦାନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚାରି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି। ଏହି … Read More

ଜାତୀୟ ଶିକ୍ଷକ ସମ୍ମାନ-୨୦୨୫: ଓଡି଼ଶାର ୨ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ … Read More