ଭିଜିଲାନ୍ସ ଜାଲରେ ବାମରା ତହସିଲଦାର

ବାମରା : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ତହସିଲଦାର ।  ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ରହିଛି ।  ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ୨୦୧୯ ବ୍ୟାଚର … Read More

ମିରଟରୁ ବାଲେଶ୍ୱର ଜେଲକୁ ଆସିଲା ପାକିସ୍ତାନୀ ISI ଏଜେଣ୍ଟ

ବାଲେଶ୍ବର : ବାଲେଶ୍ବର ଜେଲକୁ ଆସିଲା ଟେରୋରିଷ୍ଟ ।  ମିରଟ ଜେଲରୁ ବାଲେଶ୍ୱର ଜେଲକୁ ଆସିଲା ପାକିସ୍ତାନୀ ISI ଏଜେଣ୍ଟ ଆସିଫ ଅଲ୍ଲୀ ।  ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ କ୍ଷେପଣାସ୍ତ୍ର ପରୀକ୍ଷଣ ତଥ୍ୟ ହସ୍ତାନ୍ତର ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲା ଆଇଏସଆଇ ଏଜେଣ୍ଟ … Read More

ପୋଲିସ ଗୁଳିରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ୨ ହାର୍ଡକୋର ମାଓବାଦୀ ନିହତ । ପୋଲିସ ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାର ନେସନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ … Read More

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ୬ ଘଣ୍ଟା ବିଳମ୍ବରେ ଉଡ଼ିଲା ଦିଲ୍ଲୀରୁ ସିଙ୍ଗାପୁର ବିମାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଅର୍ନ୍ତଜାତୀୟ ବିମାନବନ୍ଦରରୁ ସିଙ୍ଗାପୁରୁକୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଫଳରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ବିମାନ କ୍ୟାବିନରେ ତାପମାତ୍ରା ସମସ୍ୟା କାରଣରୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ କ୍ୟାବିନ କ୍ରୁ … Read More

ମେକ୍ସିକୋ ସିଟିରେ ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ, ୩ ମୃତ, ୭୦ରୁ ଅଧିକ ଆହତ

ମେକ୍ସିକୋ : ମେକ୍ସିକୋ ସିଟିରେ  ବଡ଼ ଦୁର୍ଘଟଣା । ମେକ୍ସିକୋ ରାଜଧାନୀର ଦକ୍ଷିଣ ଭାଗ ରାଜପଥରେ ହଠାତ୍ ଏକ ଗ୍ୟାସ୍ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଆହତ ହୋଇଛନ୍ତି … Read More

 ଅନିଲ ଅମ୍ବାନୀଙ୍କ ବିରୋଧରେ ନୂଆ ଅର୍ଥ ହେରଫେର୍‌ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବଇ: ଅନିଲ ଅମ୍ବାନୀଙ୍କ ସମସ୍ୟା ଥମିବାର ନାଁ ଧରୁନି। ପୂର୍ବରୁ ସିବିଆଇ ତାଙ୍କ ୟସ୍ ବ୍ୟାଙ୍କ ମାମଲାକୁ ବନ୍ଦ କରିବା ପାଇଁ ଆବେଦନକୁ ପ୍ରତ୍ୟାଖାନ କରିଥିଲା। ଆଉ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀ ଏବଂ ଆରକମ୍ ବିରୋଧରେ ନୂଆ ଅର୍ଥ … Read More

ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ମୃତ

ଛତିଶଗଡ଼: ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ଟଳିଲେ ୧୦ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାଷ୍କର ଥିବା ସୂଚନା । ଭାଲୁଡିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ … Read More

କିଏ ହେବେ ନେପାଳର ପ୍ରଧାନମନ୍ତ୍ରୀ, କୁଲମାନ ଘିସିଙ୍ଗଙ୍କୁ ନେଇ ଚର୍ଚ୍ଚା ଜୋର

କାଠମାଣ୍ଡୁ : ନେପାଳରେ କେପି ଶର୍ମା ଓଲିଙ୍କ ଇସ୍ତଫା  ଦେବା ପରେଏବେ ଅନ୍ତରୀଣ ସରକାରଙ୍କ ମୁଖ୍ୟଙ୍କ ନାମ ଉପରେ ଏକ ସହମତି ହୋଇଛି ।  ବାଲେନ ଶାହ ଏବଂ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କ ପ୍ରତ୍ୟାହାର ପରେ, ନେପାଳର ଜେନ-ଜେଡ ଆନ୍ଦୋଳନକାରୀମାନେ … Read More

ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିପି ରାଧାକ୍ରିଷ୍ଣନ, ଆସନ୍ତାକାଲି ଉପରାଷ୍ଟ୍ରପତି ଭାବେ ନେବେ ଶପଥ

ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିପି ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ସିପି ରାଧାକ୍ରିଷ୍ଣନ ଇସ୍ତଫା ଦେବା ପରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଅତିରିକ୍ତ … Read More

ଚିନ୍ତା ବଢ଼ାଉଛନ୍ତି ନେପାଳି କଏଦୀ, ଅନୁପ୍ରବେଶ ବେଳେ ୩୫ ଅଟକ, ସୀମାରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ନେପାଳରୁ ଫେରାର ହୋଇଥିବା କଏଦୀ ଏବେ ଭାରତ ପାଇଁ ବିପଦ ସାଜିଛନ୍ତି । ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରି ଭାରତ ସୀମାରେ ଫେରାର ହୋଇଥିବା ୩୫ କଏଦୀ ଅଟକ । ଭାରତ-ନେପାଳ ସୀମାରୁ ୩୫ କଏଦୀଙ୍କୁ ଧରିଛି ସଶସ୍ତ୍ର … Read More