GST ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : GST ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ । ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । ସମସ୍ତ ଉତ୍ପାଦକ, ପ୍ୟାକର୍‌ ଓ ଆମଦାନୀକାରୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ … Read More

ଶ୍ରେଣୀରେ ବସିବା ପାଇଁ ଦୁଇ ଛାତ୍ର ଧାରୁଆ ଅସ୍ତ୍ରରେ ପରସ୍ପରକୁ କଲେ ଆକ୍ରମଣ

ହିଞ୍ଜିଳିକାଟୁ: ବେଞ୍ଚରେ ବସିବା ଜାଗାକୁ କେନ୍ଦ୍ର କରି ଦୁଇ ସହପାଠୀ ମଧ୍ୟରେ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ୍ ଓ ବେଲଗାଁ ଥାନା ଗଣ୍ଡଳା ସରକାରୀ ସ୍କୁଲରେ ବୁଧବାର ଦିନ ଶ୍ରେଣୀକକ୍ଷରେ ବେଞ୍ଚରେ ବସିବା ଜାଗାକୁ କେନ୍ଦ୍ର କରି ଦଶମ ଶ୍ରେଣୀର … Read More

ନିଶା ମହାରଣାଙ୍କ ସହ ଏଏସଆଇଙ୍କ ଫଟୋ ଭାଇରାଲ, ଜିଲ୍ଲା ମୁଖ୍ୟାଳୟକୁ ଥାନା ଅଧିକାରୀଙ୍କ ବଦଳି

ଘଟଗାଁ : ନିଶା ମହାରଣାଙ୍କ ସହ ଏଏସଆଇଙ୍କ ଫଟୋ ଭାଇରାଲ ।  ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ସହ କେନ୍ଦୁଝର ପାଟଣା ଥାନା ଏଏସଆଇଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୮ ତାରିଖରେ ଟେଣ୍ଡରା ଗାଁରେ ଯାତ୍ରା … Read More

ଭସାଣୀ ବେଳେ ଦୁର୍ଘଟଣା : ପିକଅପ୍ ଭ୍ୟାନ୍ ଚକା ଫାଟି, ୧୦ ଆହତ

ଗୁରୁଡିଝାଟିଆ : ପୁରୁଣା କଟକ ସମ୍ବଲପୁର ରାସ୍ତା ର କଖଡ଼ି ବଜାର ଘାଟ କୂଳ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମେଲୋଡି ପାର୍ଟିର ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ସୂଚନା … Read More

ଆସୁଛନ୍ତି ମା’ : ଶକ୍ତିପୀଠରେ ଷୋଡଶ ପୂଜା ଆରମ୍ଭ

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆଗହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ … Read More

ଘରେ ପଶି ଗନ୍ ପଏଣ୍ଟରେ ଲୁଟି ନେଲେ

ଉଦଳା : ରାତି ଅଧରେ ଘର ଛାତ ଦେଇ ପଶିଲେ , ଗନ୍ ପଏଣ୍ଟରେ ଲୁଟି ନେଲେ। ଉଦଳା ଶରତ ଥାନା ଦେବାନବାହାଳୀ ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ମୂତାବକ ଏହି ଗାଁର ଚନ୍ଦନ ନାୟକ … Read More

ବାତ୍ୟା କିମ୍ବା ଅବପାତ ଆଶଙ୍କା ନାହିଁ : ଆଇଏମ୍‌ଡି ଡିଜି

ଭୁବନେଶ୍ଵର : ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି। କହିଛନ୍ତି ବାତ୍ୟା କିମ୍ବା ଅବପାତ ନାହିଁ। ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜିର ସ୍ଥିତିରେ ଏହା ଅଧିକ … Read More

ଭେଜାହାଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଝାଡ଼ାବାନ୍ତି, ୧୩ ଛାତ୍ରୀ ଅସୁସ୍ଥ

ଜୟପୁର: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଭେଜାହାଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଝାଡ଼ାବାନ୍ତି ଦେଖାଦେଇଛି। ଫଳରେ ଛାତ୍ରୀ ନିବାସରେ ରହୁଥିବା ୧୩ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ … Read More

ମହାନଦୀରେ ବୁଡ଼ି ପୁତୁରା ମୃତ, ଦାଦା ନିଖୋଜ

ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ରିଜ ନିକଟ ମହାନଦୀରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଦାଦା ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି। ସୂଚନା ଅନୁସାରେ, … Read More

ଏମ୍ସ ଭୁବନେଶ୍ୱର ପୂର୍ବ ଭାରତରେ ଶ୍ରେଷ୍ଠ ମେଡିକାଲ୍ କଲେଜ

ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତା ଆଣିଦେଇଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ … Read More