ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍

ଭୁବନେଶ୍ଵର :ରାଜ୍ୟରେ ସୁଭଦ୍ରା ଯୋଜନାରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଆହୁରି ସୁଦୃଢ ଓ ସୁଗମ କରିବା ନିମନ୍ତେ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା “ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍” … Read More

ନେପାଳରୁ ଯାଜପୁର ଫେରିଲେ ପଶୁପତିନାଥଙ୍କ ଦର୍ଶନ ପାଇଁ ଯାଇ ଫସିଥିବା ୧୦ ଓଡ଼ିଆ ପରିବାର

ଯାଜପୁର: ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ । ୧୦ ପରିବାରର ୨୩ ଜଣ ସଦସ୍ୟ ସୁରକ୍ଷିତ ଭାବେ ଯାଜପୁର ଫେରିଛନ୍ତି । ହାୱଡା- ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସରେ ଆସି ଯାଜପୁର ରୋଡ ରେଳଷ୍ଟେସନରେ ଓହ୍ଲାଇଛନ୍ତି ପର୍ଯ୍ୟଟକ ମାନେ । ପଶୁପତିନାଥଙ୍କ ଦର୍ଶନ … Read More

ରାଜ୍ୟରେ ସାର ସମସ୍ୟାର ସମାଧାନ ଦାବିରେ ବିଜେଡିର ଧାରଣା

ଭୁବନେଶ୍ବର: ରାଜଭବନ ଆଗରେ ବିଜେଡି କର୍ମୀ -ପୋଲିସ ଧସ୍ତାଧସ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ । କର୍ମୀଙ୍କୁ ଭିତରକୁ ଛାଡ଼ୁନଥିବାରୁ ପୋଲିସ- ବିଜେଡି କର୍ମୀ ମୁହାଁମୁହିଁ । ରାଜ୍ଯରେ ସାର ଅଭାବ ନେଇ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା … Read More

ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହ ସଂଶୋଧିତ ନୂଆ ମୂଲ୍ୟ ତୁରନ୍ତ ଉଲ୍ଲେଖ କରିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନିକଟରେ ଜିଏସ୍‌ଟି ପରିଷଦ ବୈଠକରେ ଦ୍ରବ୍ୟ ଓ ସେବାକର(ଜିଏସଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ହୋଇଥିବା ସଂଶୋଧନକୁ ତୃଣମୂଳସ୍ତରରେ ଗ୍ରାହକମାନେ ଯେଭଳି ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରରିପେକ୍ଷିରେ … Read More

ରାସ୍ତାରୁ ତଳକୁ ଖସିଲା ବସ୍, ୮ ଆହତ

ରାୟଗଡ଼ା: ହଠାତ୍ ରାସ୍ତା କଡକୁ ଖସି ପଡ଼ିଲା ଘରୋଇ ବସ୍। ରାୟଗଡ଼ା ଗୁମା ଘାଟି ନିକଟରେ ବସ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରବିବାର … Read More

ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା: ଅଭିଯୋଗ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ହୋମ୍‌ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ମାମଲା । ନିଯୁକ୍ତି କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ । କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ … Read More

୩୧ ଛାତ୍ରଛାତ୍ରୀଙ୍କୁ ମାଡ଼: ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟିତ୍ରୀ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଶୁକ୍ରବାର ବେତନଟି ବ୍ଲକର ପ୍ରତିମାଦେଇପୁର କ୍ଲଷ୍ଟର ଅନ୍ତର୍ଗତ ଖଣ୍ଡାଦେଉଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି … Read More

ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ

ପୁରୀ : ସେପ୍ଟେମ୍ବର ୧୯ରୁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ।  https://edistrict.odisha.gov.inରେ ଆବେଦନ କରିପାରିବେ ।  ହବିଷ୍ୟାଳୀ ମାଆମାନଙ୍କୁ ୪ ଗୋଟି ରହଣି କେନ୍ଦ୍ର ଯଥା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟସ୍ଥଳରେ ରଖାଯିବ … Read More

ଭାରତ ପରେ ଚୀନ ପଛରେ ପଡ଼ିଲେ ଟ୍ରମ୍ପ: ୧୦୦% ଶୁଳ୍କ ବୃଦ୍ଧି ଧମକ ପରେ ଚୀନ ଦେଲା ଜବାବ

ରୁଷଠାରୁ ତୈଳ ଆମଦାନୀ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଟାରିଫ ବୃଦ୍ଧି କରି ସଫଳ ନ ହେବାରୁ ଏବେ ଚୀନ ପଛରେ ପଡ଼ିଯାଇଛନ୍ତି। ଚୀନ ଉପରେ ୧୦୦% ଟାରିଫ ଲାଗୁ କରିବାକୁ ଟ୍ରମ୍ପ ନାଟୋ ଦେଶଗୁଡ଼ିକୁ କହିଛନ୍ତି, … Read More

ଅସ୍ଥି ବିସର୍ଜନ କରି ଫେରିବା ବେଳେ ଦୁର୍ଘଟଣା, ୭ ମୃତ

ଜୟପୁର: ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କ ଜୀବନ। ରାଜସ୍ଥାନର ଜୟପୁର ଅନ୍ତର୍ଗତ ଶିବଦାସପୁର ଅଞ୍ଚଳରେ ରବିବାର ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୪ ମାସର ଏବଂ ଅନ୍ୟ ଜଣେ … Read More