୨୦ ହଜାର ଟଙ୍କା ଲାଞ୍ଚ ନେଇ ମହାକାଳପଡ଼ା ତହସିଲଦାର ଗିରଫ

ମହାକାଳପଡ଼ା : ମହାକାଳପଡ଼ା ତହସିଲଦାର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରିଫ କଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ୍ ଶିବ ମଲ୍ଲିକକୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ଟି ବିଲଡିଂ, ୭ ଦାମୀ … Read More

ଜମି ବିବାଦ: ଭାଇ ନେଲା ଭାଇର ଜୀବନ

କେନ୍ଦୁଝର: ଜମି ଲୋଭ ପାଇଁ ଅପରାଧ । ରାଗ ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ । ଉଗ୍ରରୂପ ନେଲା ଜମି ବିବାଦ । ଭାଇର ଜୀବନ ନେଲା ଭାଇ । ବାପାଙ୍କ ପରେ ବଡ଼ ଭାଇ ହିଁ ସାନ ଭାଇର … Read More

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀପଲ, ଶହଶହ ହେକ୍ଟର ଧାନ ଗଛ କଲେ ନଷ୍ଟ

ଅନୁଗୁଳ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ଅନୁଗୁଳରେ ହାତୀପଲଙ୍କ ଉତ୍ପାତ । ହାତୀପଲଙ୍କୁ ଦେଖି ଭୟଭୀତ ଲୋକେ । ଅନୁଗୁଳ ଜିଲ୍ଲା ନୂଆ ସାହି, କାଙ୍ଗୁଲା ଓ ଗୋପୀନାଥପୁର ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଶହଶହ … Read More

ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ଅଭିଯୁକ୍ତ ମାନସ ରଞ୍ଜନ ଦାସକୁ ଗିରଫ କଲା ପୋଲିସ । ଜୁଲାଇ ୧୦ ତାରିଖରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏକୁଟିଆର ସୁଯୋଗ ନେଇ … Read More

ଏସଆଇ ପରୀକ୍ଷା ଘୋଟାଲା ଲିଙ୍କ୍; ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍

ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିହା ସନ୍ଦେହରେ ଗତକାଲି ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା। ରେଡ ପରେ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି। … Read More

ବ୍ରିଟେନରୁ ଭାରତ କିଣିବ ମଲଟିରୋଲ୍ କ୍ଷେପଣାସ୍ତ୍ର

ମୁମ୍ବାଇ : ଭାରତ ଓ ବ୍ରିଟେନ ମଧ୍ୟରେ ଏକ ୪୬୮ ନିୟୁତ ଡଲାର ବା ୩୮୮୪ କୋଟି ଟଙ୍କାର ଏକ ପ୍ରତିରକ୍ଷା ଡିଲ୍ ସ୍ବାକ୍ଷରିତ ହୋଇଛି । ଏହି ଡିଲ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ହାଲକା ମଲ୍ଟିରୋଲ କ୍ଷେପଣାସ୍ତ୍ର ଯୋଗାଣ । … Read More

ଝାଟିମାଟି କୁଡିଆରୁ ଦିଲ୍ଲୀର ବିଜ୍ଞାନଭବନ ଯାତ୍ରା କଲେ ଚାଷୀ ପୁଅ

ଗଞ୍ଜାମ: ଝାଟିମାଟି କୁଡିଆରୁ ଦିଲ୍ଲୀର ବିଜ୍ଞାନଭବନ ଯାତ୍ରା । ଘରକୁ ଖୁସି ଆଣିଦେଲେ ଚାଷୀ ପୁଅ । ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲେ ଓଡ଼ିଆ ଚାଷୀ ଘର ପୁଅ । ଏ ଯୁବକ ଜଣେ ଏମିତି ପ୍ରତିଭା ଯାହାଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଛନ୍ତି ଓ … Read More

ଜମ୍ମୁ କାଶ୍ମୀର ସୁରକ୍ଷା ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ ତପନ … Read More

ରିଙ୍କୁ ସିଂହଙ୍କୁ ଦାଉଦ ଗ୍ୟାଙ୍ଗ ପକ୍ଷରୁ ଧମକ

ନୂଆଦିଲ୍ଲୀ: ଟିମ୍‍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲ୍ଡରୁ ଧମକ ମିଳିଛି । ସୂଚନା ଅନୁଯାୟୀ ରିଙ୍କୁ ସିଂହଙ୍କୁ ଏହି ଧମକ ଦାଉଦ ଗ୍ୟାଙ୍ଗ ଦ୍ୱାରା ଦିଆଯାଇଥିଲା । ଏହି ଘଟଣାରେ ପୁଲିସ କିଛି ବ୍ୟକ୍ତିବିଶେଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି … Read More

ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ନ ସୁଧାରିଲେ ହେବ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ

କଲକାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ ସମର୍ଥକମାନେ ଏହି ଆକ୍ରମଣ କରିଥିବାବେଳେ ବିଜେପି ଏହାକୁ … Read More