ୟୁପିଆଇ ଚାର୍ଜକୁ ନେଇ ଦୂର ହେଲା ସବୁ ଦ୍ୱନ୍ଦ୍ୱ: ଛୋଟ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ପଡ଼ିବନି ବୋଝ
ନୂଆଦିଲ୍ଲୀ: ୟୁପିଆଇ ୟୁଜରଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଗତ କିଛି ଦିନ ଧରି ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲାଗିବା ନେଇ ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ କେନ୍ଦ୍ର ସରକାର ଶେଷରେ ଦୂର କରିଛନ୍ତି । କେନ୍ଦ୍ର … Read More
