କଫ୍ ସିରପ୍ ଚାଲାଣ ବେଳେ ନିଶା ମାଫିଆକୁ ଏନକାଉଣ୍ଟର
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କଫ୍ ସିରପ୍ ଚୋରାଚାଲାଣ ବେଳେ ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ଆହତ ହୋଇଛନ୍ତି । ରେଙ୍ଗାଲି ଥାନା ଅଞ୍ଚଳର ଜଙ୍ଗଲା-ପାଣ୍ଡୋଲୋଇ ରାସ୍ତାରେ ଏହି ଘଟଣା ଘଟିଛି । ଆଜି ଭୋରରୁ ପାଟ୍ରୋଲିଂ ବେଳେ ଜଙ୍ଗଲ ରାସ୍ତା … Read More
