୨୮ରୁ ୩ ଦିନିଆ ଧର୍ମଘଟ, ଗ୍ରାହକଙ୍କ ସୁବିଧା ପାଇଁ ରବିବାର ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ରବିବାର ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ପରିପ୍ରେକ୍ଷୀରେ ଗ୍ରାହକମାନଙ୍କ ସୁବିଧା ଓ ବ୍ୟାଙ୍କିଂ ସେବା ସ୍ୱାଭାବିକ ରଖିବା ଉଦ୍ଦେଶ୍ୟରେ ରବିବାର ବ୍ୟାଙ୍କ ଖୋଲା ରଖିବାକୁ … Read More

ରେଳ ଧାରଣା ପାର୍ ହେବା ବେଳେ ଧକ୍କା ଦେଲା ଟ୍ରେନ୍, ୪ ମୃତ, ଜଣେ ଗୁରୁତର

ଗଜପତି: ରେଳ ଧାରଣା ପାର ହେବା ବେଳେ ଧକ୍କା ଦେଲା ଟ୍ରେନ । ୪ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର । ଆନ୍ଧ୍ର ଶ୍ରୀକାକୁଲାମ ଜିଲ୍ଲା ଟେକ୍କାଲି ମଣ୍ଡଳର ରବିଭଲସା ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ବିଶାଖ ରାଓ, ଦିଲୀପ … Read More

୩୬ ପ୍ରଦେଶ ପ୍ରଭାରୀ ଘୋଷଣା କଲା ବିଜେପି, ଓଡ଼ିଶା ମଙ୍ଗ ଧରିଲେ ଡି. ପୁରନ୍ଦେଶ୍ୱରୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ କରିଛି । ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ରାଜ୍ୟ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କ ଦ୍ୱାରା … Read More

ଟ୍ରକ ଧକ୍କାରେ ଦମ୍ପତି ମୃତ

କେନ୍ଦୁଝର: ବାଇକକୁ ଧକ୍କା ଦେଲା ଟ୍ରକ । ଦମ୍ପତିଙ୍କ ମୃତ୍ୟୁ। କେନ୍ଦୁଝର ଟାଉନ ଥାନା ଧୁରପଦରେ ଭୟାବହ ଦୁର୍ଘଟଣା । ସୂଚନା ଅନୁଯାୟୀ, ବାଇକରେ ଦମ୍ପତି ଯାଉଥିବା ବେଳେ ଧୁରପଦା ନିକଟରେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ … Read More

ବାଲେଶ୍ବର ସହରେର ପ୍ରବଳ ବର୍ଷା: ରାସ୍ତାରେ ଆଣ୍ଠୁଏ ପାଣି, ଯାତାୟାତ ପ୍ରଭାବିତ

ବାଲେଶ୍ଵର: ପ୍ରବଳ ବର୍ଷା ଯୋଗୁ ବାଲେଶ୍ଵର ପୌରପାଳିକାର ଗୁଡ଼ିପଦା ଅଞ୍ଚଳ ଜଳମଗ୍ନ । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହଛି । ଫଳରେ ଯାତାୟାତ ପ୍ରଭାବିତ ହୋଇଛି । ସେହିଭଳି କିଛି ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି । … Read More

ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ, ୨୫ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି । ଗଭୀର ଅବପାତ ଯୋଗୁଁ ୨୫ ଯାଏଁ ପ୍ରବଳ ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ତିନିଦିନ ପାଇଁ ଜିଲ୍ଲାୱାରୀ ରେଡ୍ , ଅରେଞ୍ଜ ଓ ୟେଲୋ ଚେତାବନୀ ଜାରି … Read More

ଲଗାଣ ବର୍ଷାରେ ଉବୁଟୁବୁ ବ୍ରହ୍ମପୁର ସହର: ଘର ଭିତରେ ଆଣ୍ଠୁଏ ପାଣି, ଲୋକେ ହନ୍ତସନ୍ତ

ବ୍ରହ୍ମପୁର: ଲଗାଣ ବର୍ଷାରେ ଉବୁଟୁବୁ ବ୍ରହ୍ମପୁର ସହର। ଅବିଶ୍ରାନ୍ତ ବର୍ଷା ଯୋଗୁ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଗାନ୍ଧୀ ନଗର, ଫାଷ୍ଟ ଗେଟ୍ ସମେତ ବିଭିନ୍ନ ସାହିରେ ରାସ୍ତାଘାଟଠାରୁ ଆରମ୍ଭ କରି ଲୋକଙ୍କ ଘର ଭିତରେ ମଧ୍ୟ ପାଣି … Read More

ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧୫ ପୌରସଂସ୍ଥାକୁ ନୋଟିସ୍

ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ପଦକ୍ଷେପ ନେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସହ ଜଡ଼ିତ ନିୟମର ଅନୁପାଳନ ଓ କମନ୍ ଏକ୍ସଟେଣ୍ଡେଡ୍ ପ୍ରୋଡ୍ୟୁସର୍ ରେସପନ୍ସିବିଲିଟି (ଇପିଆର୍) ପୋର୍ଟାଲରେ ପଞ୍ଜୀକରଣକୁ … Read More

MMDRକୁ ନେଇ ପୁଣି ଗର୍ଜିଲେ ବିରୋଧୀ: ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଲେ ସୁଜାତା

ଭୁବନେଶ୍ୱର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପର୍କରେ ବିରୋଧୀ ଦଳ ପୁଣି ଥରେ ଗର୍ଜିଛନ୍ତି। ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପକୁ ନେଇ ବିଜେଡି ନେତ୍ରୀ ସୁଜାତା ରାଉତ ପ୍ରଶ୍ନ ଉଠାଇଛନ୍ତି। ଲୋକଙ୍କ … Read More

ବମ୍ବେ ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା ଘଟଣା; ଡିନ୍ ପଦରୁ ନିଲମ୍ବିତ ହେଲେ ପ୍ରଫେସର ସୂର୍ଯ୍ୟନାରାୟଣ

ମୁମ୍ବଇ: ଆଇଆଇଟି ବମ୍ବେର ବିଟେକ୍ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ମାମଲାରେ ଅନୁଷ୍ଠାନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଓ ଦାବି ପରେ ଅନୁଷ୍ଠାନ ନିଜର ପୂର୍ବ ବକ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ପ୍ରଫେସର ସୂର୍ଯ୍ୟନାରାୟଣ … Read More