ଭାରତକୁ ପରମାଣୁ ବୋମାର ଧମକ ଦେଲା ପାକିସ୍ତାନ
ନୂଆଦିଲ୍ଲୀ : ଭାରତକୁ ପରମାଣୁ ବୋମାର ଧମକ। ଆମେରିକା ଆମ ପରମାଣୁ ଅସ୍ତ୍ରକୁ ଟାର୍ଗେଟ୍ କଲେ ଆମେ ଦିଲ୍ଲୀ-ମୁମ୍ବାଇ ଉପରେ ବୋମା ପକାଇବୁ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ। ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ ଏକ ଅତ୍ୟନ୍ତ … Read More
