ବକେୟା ଦରମା ନ ଦେଲେ ସପରିବାର ଧାରଣାରେ ବସିବେ ଆରଏମସି କର୍ମଚାରୀ
ରେଙ୍ଗାଲିକ୍ୟାମ୍ପ: ଦରମା ପାଇଁ ଗର୍ଜିଲେ ଆରଏମସି କର୍ମଚାରୀ। ୫ ତାରିଖରୁ ସପରିବାର ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏବେ ଅଜବ ସ୍ଥିତି। ପ୍ରଶାସନିକ ସ୍ତରରେ ସବୁକିଛି ଠିକ୍ ଚାଲିଥିବା ଦାବି କରାଯାଉଥିଲେ ହେଁ, ବାସ୍ତବ … Read More
