ନିଆରା ବିବାହ, କଏଦୀଙ୍କୁ ବାହା ହେଲେ ଜେଲର

ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଭୋଗିସାରିଥିବା ଜଣେ କଏଦୀଙ୍କୁ ଉକ୍ତ ଜେଲ୍‌ ଦାୟିତ୍ବରେ ଥିବା ଜଣେ ମହିଳା ଜେଲର ବିବାହ କରିଥିବା ଘଟଣା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି। … Read More

ହଣ୍ଟାଭାଇରସ୍‌ ବ୍ୟାପିଥିବା ଜାହାଜରେ ଅଛନ୍ତି ଦୁଇ ଭାରତୀୟ

ନୂଆଦିଲ୍ଲୀ,: ଆଟଲାଣ୍ଟିକ ମହାସାଗରରେ କେପ୍‌ ଭର୍ଡେ ନିକଟରେ ଅଟକି ରହିଥିବା କ୍ରୁଜ ଜାହାଜ ‘ଏମ୍‌ଭି ହଣ୍ଡିୟସ୍’ରେ ହଣ୍ଟାଭାଇରସ୍‌ ବ୍ୟାପିବା ଘଟଣା ଏବେ ସମସ୍ତଙ୍କୁ ଭୟଭୀତ କରିଛି। ଜାହାଜରେ ଥିବା କ୍ରୁ ସଦସ୍ୟଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ଅଛନ୍ତି। ଜାହାଜରେ ହଣ୍ଟାଭାଇରସ୍‌ ବ୍ୟାପିଥିବାବେଳେ ଏଥିରେ … Read More

ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଓ ଭିସିକେ: ମୁଖ୍ୟମନ୍ତ୍ରୀ ହେବ ବିଜୟ

ତାମିଲନାଡୁ : ବିଜୟଙ୍କ ସରକାର ଗଠନ କରିବା ନେଇ ତୁଟିଲା ସବୁ ଦ୍ବନ୍ଦ୍ବ । ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ । ଏହାସହିତ ଟିଭିକେ ବହୁମତ ସଂଖ୍ୟା ପାର୍ କରିଛି । ସିପିଆଇ, ସିପିଏମ୍ ଏବଂ ଭିସିକେର ୨ଟି … Read More

କାର୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଳିଗଲା ୪୦୦ରୁ ଅଧିକ ଗାଡ଼ି

ନାଗପୁର : ମହାରାଷ୍ଟ୍ର ନାଗପୁର ଜିଲ୍ଲାରେ ଜଳିଗଲା କାର୍ ଗୋଦାମ । ଖେରୀ ଗାଁ ସ୍ଥିତ ପୁରୁଣା କାର୍ ଗୋଦାମରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଯୋଗୁଁ ଅତିକମରେ ୪୦୦ରୁ ଅଧିକ ପୁରୁଣା କାର୍, ପାର୍ଟସ, ଟାୟାର ଏବଂ ଅନ୍ୟ … Read More

ସମୁଦ୍ର ମଝିରେ ମହାମାରୀ ଆତଙ୍କ, WHO ର ବଡ଼ ବୟାନ

ନୂଆଦିଲ୍ଲୀ : ସମୁଦ୍ର ମଝିରେ ମହାମାରୀ ଆତଙ୍କ । ହାଣ୍ଟାଭାଇରସ୍ ସ୍ଥିତି ଉପରେ WHO ର ବଡ଼ ବୟାନ। ଡଚ୍ କ୍ରୁଜ୍ ସିପ୍ MV Hondius ରେ ହାଣ୍ଟାଭାଇରସ୍ ର ସଂକ୍ରମଣ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ଥିତି … Read More

ଶିକ୍ଷକ ଆଶାୟୀଙ୍କ ଉପରେ ଲାଠିଚାର୍ଜ, ଅନେକ ଛାତ୍ର ଆହତ

ପାଟନା: ବିହାରର ରାଜଧାନୀ ପାଟନାରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ଦାବିରେ ଆନ୍ଦୋଳନ କରୁଥିବା ଶହ ଶହ ପ୍ରାର୍ଥୀଙ୍କ ଉପରେ ପୋଲିସ ନିର୍ମମ ଭାବେ ଲାଠିଚାର୍ଜ କରିଛି । ଶୁକ୍ରବାର ଦିନ ପାଟନା କଲେଜରୁ ବାହାରିଥିବା ଏହି ବିଶାଳ ଶୋଭାଯାତ୍ରାରେ … Read More

ନିଶାସକ୍ତ ଅବସ୍ଥାରେ ନାରକୀୟ କାଣ୍ଡ, ଯୁବକଙ୍କୁ ପିଟିପିଟି ହତ୍ୟା

ବାଲିପାଟଣା : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ଥିବା ବେଳେ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମରେ ଆଜି ଏକ ସମାନ ପ୍ରକାରର ଘଟଣା ଘଟିଛି। ଅଠାନ୍ତର ଛକରେ ଶୁକ୍ରବାର … Read More

ଅଙ୍ଗନବାଡ଼ି କେନ୍ଦ୍ର ବିକାଶରେ ସହଯୋଗ ପାଇଁ ବିଧାୟକଙ୍କୁ ଚିଠି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ସହଯୋଗ କରିବାକୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ ଚିଠି ଲେଖିଛନ୍ତି। ମହିଳା ଓ ଶିଶୁ ବିକାଶ … Read More

ବସକୁ ପଛପଟୁ ଧକ୍କା ଦେଲା ହାଇୱା, ୧୫ ଯାତ୍ରୀ ଆହତ

କେନ୍ଦୁଝର  : ଓଲଟିଲା ଯାତ୍ରୀବାହୀ ବସ । ୧୫ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ମସିଣାବିଲା ଛକରେ ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ହାଇୱା । ଦୁର୍ଘଟଣାରେ … Read More

ଅନଲାଇନ ଟ୍ରେଡିଂ ନାଁରେ ୨୦ ଲକ୍ଷ ୫୦ ହଜାର ଟଙ୍କାର ଠକେଇ, ଜଣେ ଗିରଫ

କୋରାପୁଟ :  ସାଇବର ଠକେଇ ମାମଲାରେ ଜଣେ ଗିରଫ । ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ କୋରାପୁଟ ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିଲା । ଏହି ମାମଲାରେ କୋରାପୁଟ ସାଇବର କ୍ରାଇମ … Read More