ୟୁକ୍ରେନର ଡ୍ରୋନ ଆଟାକରେ ଓଡ଼ିଆ ଯୁବକ ମୃତ, ମୃତଦେହ ଆଣିବାକୁ ପ୍ରଶାସନକୁ ପରିବାରର ଅନୁରୋଧ
ନୂଆଦିଲ୍ଲୀ: ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ. ରାମାୟା । ଏକ ମାସ ତଳେ ଏକ ଏଜେନ୍ସି ଜରିଆରେ ରୁଷର ଏକ କମ୍ପାନୀରେ … Read More
