SCB ମାନସିକ ରୋଗ ବିଭାଗରେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ବର: କଟକ SCBରେ ରୋଗୀଙ୍କ ମୃତ୍ୟୁ, ମାଡ଼ ଅଭିଯୋଗ । ଚିକିତ୍ସା ପାଇଁ ଆସିଥିଲେ, ମୃତ୍ୟୁ ପରେ ଉଠିଲା ପ୍ରଶ୍ନ । SCB ମାନସିକ ରୋଗ ବିଭାଗରେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି। … Read More

ଝାଡ଼ାବାନ୍ତି ସଚେତନତା ଆଳରେ ଦେଢ଼ କୋଟି ଟଙ୍କାର ଠକେଇ, ସ୍ୱାସ୍ଥ୍ୟ ବିଭାଗର ତଦନ୍ତକାରୀ ଟିମର ତନାଘନା ଆରମ୍ଭ

ଯାଜପୁର: ଝାଡ଼ାବାନ୍ତି ସଚେତନତା ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କା ହରିଲୁଟ ଅଭିଯୋଗର ତନାଘନା ତଦନ୍ତ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଁଚିଲେ ସ୍ୱାସ୍ଥ୍ୟ ବିଭାଗର ତଦନ୍ତକାରୀ ଟିମ । ଅତିରିକ୍ତ ନିର୍ଦେଶକ ଡ. ପାଇକରାୟଙ୍କ ନେତୃତ୍ୱରେ ଏକ ଚାରିଜାଣିଆ ଟିମ୍ ମୁଖ୍ୟ … Read More

ବାଇକ ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ଏକ ବାଇକ୍ ଶୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବାଇକ୍, ଆନୁଷଙ୍ଗିକ ସାମଗ୍ରୀ, ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶୋ’ରୁମ୍ ଭିତରେ ଏକ … Read More

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସହକାରୀ ନିର୍ଦ୍ଦେଶକ, ବାବୁଙ୍କର ରହିଛି ୪ କୋଠା, ୩୦ ପ୍ଲଟ…

ଭୁବନେଶ୍ୱର: ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସମ୍ବଲପୁରସ୍ଥିତ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଗିରଫ କରିଛି।ତାଙ୍କ ସହ ଜଡ଼ିତ ସାତୋଟି ସ୍ଥାନରେ ଏକକାଳୀନ ଚଢ଼ଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ … Read More

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡାଙ୍କ ଜାମିନ ଆ‌ବେଦନକୁ ହାଇକୋର୍ଟଙ୍କ ପରେ ସୁପ୍ରିମ୍ କୋର୍ଟ ମଧ୍ୟ ଖାରଜ କରିଛନ୍ତି। ଏବେ ପୋଲିସ୍ ତାଙ୍କୁ ଯେକୌଣସି ସମୟରେ ଗିରଫ କରିପାରେ ବୋଲି କୁହାଯାଉଛି। ସୂଚନାଥାଉକି, … Read More

ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ସକାଳ ୬ରୁ ସନ୍ଧ୍ୟା ୬, ସବୁ ଜିଲ୍ଲାପାଳଙ୍କୁ ସତର୍କ କଲା ଗୃହ ବିଭାଗ। ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବୁଧବାର ରାଜ୍ୟବ୍ୟାପୀ ବନ୍ଦ … Read More

CISF କ୍ୟାମ୍ପରେ ଗୁଳିକାଣ୍ଡ: ଯବାନଙ୍କ ଗୁଳିରେ ୪ ଜଣ CISF କର୍ମଚାରୀଙ୍କ ମୃତ୍ୟୁ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ CISF କ୍ୟାମ୍ପ ଭିତରେ ଭୟଙ୍କର ଗୁଳିକାଣ୍ଡ। ଜଣେ CISF ଯବାନଙ୍କ ଗୁଳିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ ୪ ଜଣ CISF କର୍ମଚାରୀଙ୍କ ମୃତ୍ୟୁ । ଆଜି ସନ୍ଧ୍ୟା ପ୍ରାୟ ୭ଟାରେ କଠୁଆର ବସୋହଲି ମାସ୍କା ଗାଁ … Read More

ବାନ୍ଧବୀଙ୍କ ଗଳା କାଟି ହତ୍ୟା: ମୃତଦେହକୁ ୯ ଖଣ୍ଡ କରି କେନାଳରେ ଫିଙ୍ଗିଦେଲା

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲା ସାମନାକୁ ଆସିଛି । ଟଙ୍କା ପଇସା ବିବାଦକୁ ନେଇ କଂସେଇ ନିଜ କଥିତ ବାନ୍ଧବୀଙ୍କ ଗଳା କାଟି ହତ୍ୟା କରିଛି । ପରେ ମୃତଦେହକୁ ମାଂସ କାଟିଲା ପରି ଖଣ୍ଡ … Read More

ଶ୍ରାଦ୍ଧକର୍ମ ବେଳେ ଅଘଟଣ: ନଦୀରେ ବୁଡ଼ିଗଲେ ଗୋଟିଏ ପରିବାରର ୫ ସଦସ୍ୟ

ଝାନ୍ସୀ : ଉତ୍ତରପ୍ରଦେଶ ଝାନ୍ସୀ ଜିଲ୍ଲାର ମଉରାନୀପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ଶ୍ରାଦ୍ଧ କର୍ମ କରୁଥିବା ବେଳେ ବଡ଼ ଅଘଟଣ । ରାନୀପୁର ଦେବରିପୁରା ଗାଁରେ ସୁଖନଇ ନଦୀରେ ବୁଡ଼ିଯିବା ଯୋଗୁଁ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଳିଯାଇଛି । ମୃତକଙ୍କ … Read More

୪ ବର୍ଷ ପରେ ସଚିନ ୱାଜେଙ୍କୁ ଜାମିନ, ମୁମ୍ବାଇ ସମେତ ୫ ଜିଲ୍ଲାକୁ ଏଣ୍ଟ୍ରି ମନା

ମୁମ୍ବାଇ : ଏଣ୍ଟିଲିଆ ବିସ୍ଫୋରକ ମାମଲା ଏବଂ ବ୍ୟବସାୟୀ ମନସୁଖ ହିରେନ ହତ୍ୟାକାଣ୍ଡରେ ପୂର୍ବତନ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ୪ ବର୍ଷ ପରେ ଜାମିନ ମିଳିଛି । ୨୦୨୧ରେ ଗିରଫ ହୋଇଥିଲେ ୱାଜେ । କିନ୍ତୁ ଏବେ ୱାଜେଙ୍କୁ ଜାମିନ … Read More