ନିଟ୍ ମାମଲାରେ ନଜର ରଖିଛନ୍ତି ନିଜେ ପ୍ରଧାନମନ୍ତ୍ରୀ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ନିଟ୍ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଜବାବ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ମାମଲା ଉପରେ ନଜର ରଖିଛନ୍ତି। କେନ୍ଦ୍ର ସରକାର ଏବେ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଥିବା ନିଟ୍ ପେପର୍ ଲିକ୍ … Read More
