ନକଲି ଭିଜିଲାନ୍ସ ଅଫିସରଙ୍କ ଆତଙ୍କ, ପଠାଉଛନ୍ତି ଧମକପୂର୍ଣ୍ଣ ବେନାମୀ ଚିଠି
ଭୁବନେଶ୍ବର: ଭୁବନେଶ୍ବରରୁ ଆସିଛି ବଡ଼ ଖବର । ନକଲି ଭିଜିଲାନ୍ସ ଅଫିସରଙ୍କ ଆତଙ୍କ । ଲୋକଙ୍କୁ ପଠାଉଛନ୍ତି ଧମକପୂର୍ଣ୍ଣ ବେନାମୀ ଚିଠି । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ କିଛି ଦୁର୍ବୃତ୍ତ ଧମକପୂର୍ଣ୍ଣ ବେନାମୀ ଚିଠି ପଠାଉଥିବା ଅଭିଯୋଗ ହୋଇଛି । … Read More
