ସାଇବର ଠକଙ୍କୁ ଧରିବାକୁ ଖାକି ବାବୁ ନେଉଛନ୍ତି ଡିଜିଟାଲ ଫରେନ୍ସିକ୍ ତାଲିମ
ଭୁବନେଶ୍ବର: ଖାକି ବାବୁ ପଢୁଛନ୍ତି ସାଇବର ପାଠ । ତ୍ୱରିତ ହେବ ସାଇବର ଅପରାଧ ତଦନ୍ତ । କମିଶନରେଟ ପୋଲିସ ପଢୁଛି ଡିଜିଟାଲ ଫରେନ୍ସିକ୍ ପାଠ । ପୋଲିସ ସେବା ଭବନରେ ପୋଲିସ ଅଧିକାରୀଙ୍କୁ ଏ ନେଇ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । … Read More
