ଚୀନକୁ ଭାରତର କଡ଼ା ଜବାବ; ମାନଚିତ୍ରରେ ସାମିଲ ହେଲା ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନାମ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଓ ସ୍ଥାନଗୁଡ଼ିକର ନାମ ବାରମ୍ବାର ବଦଳାଇବାକୁ ଚୀନ୍ କରିଆସୁଥିବା କୁତ୍ସିତ ପ୍ରୟାସକୁ ଭାରତ ଜବରଦସ୍ତ କାଉଣ୍ଟର କରିଛି । ବେଜିଂର ଏଭଳି ଅମୂଳକ ଓ କାଳ୍ପନିକ ନାମକରଣକୁ ଖାରଜ କରି ଭାରତ ସରକାର ଅରୁଣାଚଳ … Read More
