ଭୁବନେଶ୍ୱର ବିମାନବନ୍ଦରକୁ ଖୁବ୍ଶୀଘ୍ର ମିଳିବ ନୂତନ ଟର୍ମିନାଲ, ରହିବ ଅତ୍ୟାଧୁନିକ ସୁବିଧା
ଭୁବନେଶ୍ୱର, ୨୦।୨: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବ୍ଶୀଘ୍ର ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ପରେ ତୃତୀୟ ଟର୍ମିନାଲ ଆରମ୍ଭ କରିବାର ଯୋଜନା ରହିଛି। ଏହି ବିକାଶ ବିମାନବନ୍ଦରର କ୍ଷମତା ଏବଂ ଦକ୍ଷତାକୁ ଯଥେଷ୍ଟ ବୃଦ୍ଧି … Read More
