ଗୋବରୀରେ କୁମ୍ଭୀର ଆତଙ୍କ, ନଦୀକୁ ନ ଯିବା ପାଇଁ ପରାମର୍ଶ
କେନ୍ଦ୍ରାପଡ଼ା: ଗୋବରୀରେ କୁମ୍ଭୀର ଆତଙ୍କ । କେନ୍ଦ୍ରାପଡ଼ା ଭାସ୍କର ସିନେମା ପଛପାଖ ଗୋବରୀ ନଦୀରେ କୁମ୍ଭୀର । ରବିବାର ରାତିଠାରୁ ଏଭଳି ଖବର ସହର ସମେତ ଉପକଣ୍ଠ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଗୋବରୀରେ କୁମ୍ଭୀରର … Read More
