ଦିଲ୍ଲୀ ଏୟାରପୋର୍ଟରୁ ୧୦ ଚୀନ ଡ୍ରୋନ ଜବତ

Spread the love

Spread the loveନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରୁ ତିନିଜଣ ଭାରତୀୟ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କାର ଚୀନ୍ ନିର୍ମିତ ୧୦ଟି ସାମରିକ ଡ୍ରୋନ୍ ଜବତ କରାଯାଇଛି। ଏହି ତିନିଯାତ୍ରୀ ଗତ ୨୫ ତାରିଖରେ ହଂକଂରୁ ଭିଏତ୍‌ନାମ ଦେଇ ଟର୍ମିନାଲ୍-୩ରେ ପହଞ୍ଚି ଥିଲେ। ଗୁପ୍ତ … Read More

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ, ରାଜ୍ୟର ବିକାଶ ନେଇ କଲେ ଆଲୋଚନା

Spread the love

Spread the loveଭୁବନେଶ୍ୱର: ଗୁରୁବାର ଦିନ ନୂଆଦିଲ୍ଲୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଭେଟି ରାଜ୍ୟର ବିକାଶ ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରିଛନ୍ତି।ଏହି ସାକ୍ଷାତ ସମୟରେ ରାଜ୍ୟପାଳ ଓଡ଼ିଶାରେ … Read More

ମନ୍ଦିର ମାଲିକାନା ପାଇଁ ଦୁଇ ପୂଜକଙ୍କୁ ହତ୍ୟା

Spread the love

Spread the loveଉତ୍ତରପ୍ରଦେଶ : ଧର୍ମସ୍ଥଳ ଲୋଭରେ ଅଧର୍ମୀ ପାଲଟିଯାଉଛି ମଣିଷ । ଠାକୁରଙ୍କ ନାଁରେ ଜୀବନ ନେବାକୁ ବି ପଛାଉନିା ୟୁପି ଶାହାଜାହାନପୁରରେ ଘଟିଛି ଏପରି ଏକ ଲୋମହର୍ଷଣକାରୀ ଘଟଣା । ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ପରେ … Read More

ବାପାଙ୍କ ବେକକୁ ବ୍ଲେଡ୍‌ରେ କାଟି ହତ୍ୟା ଉଦ୍ୟମ, ପୁଅ ଗିରଫ

Spread the love

Spread the love ଗୁଡ଼ାରୀ: ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡି.ପେଣ୍ଡିଲି ଗ୍ରାମରେ  ବାପା-ପୁଅଙ୍କ ମଧ୍ୟରେ ଥିବା ବିବାଦରୁ ଜଣେ ବୃଦ୍ଧଙ୍କ ବେକକୁ ବ୍ଲେଡ୍‌ରେ କାଟି ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁଡ଼ାରୀ ପୁଲିସ … Read More

ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ନବମ ଶ୍ରେଣୀ ପାଠ୍ୟପୁସ୍ତକ

Spread the love

Spread the loveକଟକ : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ବଦଳିବ ନବମ ଶ୍ରେଣୀର ପାଠ୍ୟପୁସ୍ତକ ।  ଜାତୀୟ ଶିକ୍ଷାନୀତି ୨୦୨୦, ଜାତୀୟ ପାଠ୍ୟଚର୍ଯ୍ୟା ଢାଞ୍ଚା ୨୦୨୩ ଏବଂ ଓଡ଼ିଶା ପାଠ୍ୟଚର୍ଯ୍ୟା ଢାଞ୍ଚା ୨୦୨୫ ସହ ସମନ୍ୱୟ ରଖି ଏହି ପରିବର୍ତ୍ତନ ହେଉଛି ।  … Read More

ନିୟମିତ ହେଲେ ଜୁନିୟର ଶିକ୍ଷକ, ୨୦୨୬ ଜାନୁଆରୀ ୧ରୁ ହେବ ଲାଗୁ

Spread the love

Spread the loveଭୁବନେଶ୍ୱର : ନିୟମିତ ହେଲେ ଜୁନିୟର ଶିକ୍ଷକ (ସ୍କିମାଟିକ)  ।   ଏହି ନିୟମିତକରଣ ୧ ଜାନୁଆରୀ ୨୦୨୬ରୁ ଲାଗୁ ହେବ ।  ୨୦୨୩-୨୪ ଶିକ୍ଷାବର୍ଷରେ ଯୋଜନାଭିତ୍ତିକ ଭାବେ ନିଯୁକ୍ତ ଜୁନିୟର ଶିକ୍ଷକଙ୍କ ନିୟମିତକରଣ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ … Read More

କାଜୁ ବଗିଚାରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

Spread the love ନବରଙ୍ଗପୁର : କାଜୁ ବଗିଚାରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର  ।  ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ମୋକିଆ ଗାଁରେ ଅଭାବନୀୟ ଘଟଣା  ।  ଏକ କାଜୁ ବାଡ଼ରୁ ଜଣେ ଯୁବକ ଓ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାରକୁ ନେଇ … Read More

ହାଇକୋର୍ଟରେ ବିଚାରପତି ପଦ ପୂରଣ ଦାବିରେ ବାର୍ ଆସୋସିଏସନର ଆନ୍ଦୋଳନ

Spread the love

Spread the loveକଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ଆଜି ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଛି ହାଇକୋର୍ଟ ବାର୍ ଆସୋସିଏସନ୍ । ବିଚାରପତିଙ୍କ ଖାଲି ପଦବୀ ଶୀଘ୍ର ପୂରଣ ଦାବିରେ ଆଇନଜୀବୀମାନେ ଆଜି କୋର୍ଟ କାର୍ଯ୍ୟରୁ ବିରତ ରହିଛନ୍ତି । ବାର୍ … Read More

ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

Spread the love

Spread the loveପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ସୁଗମ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ କରାଯାଉଛି । ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟ ଠାରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ରାମ୍ପ୍ ଏବଂ … Read More

ସାଳନ୍ଦୀରେ ପୁଣି ବନ୍ୟା, ୫ ଦିନ ହେଲା ଜଳବନ୍ଦୀ ୪୦ରୁ ଅଧିକ ପରିବାର

Spread the love

Spread the loveଭଦ୍ରକ: ସାଳନ୍ଦୀ ନଦୀରେ ଆସିଥିବା ଷଷ୍ଠ ବନ୍ୟା ଯୋଗୁଁ ବେହାଲ ହୋଇପଡ଼ିଛି ଭଦ୍ରକ ଜିଲ୍ଲା । ତିହିଡି ବ୍ଲକ ବାରସର ପଞ୍ଚାୟତର ୪ଟି ଗାଁର ଲୋକେ ଗତ ୫ ଦିନ ହେବ ଜଳବନ୍ଦୀ ଜୀବନ ବିତାଉଛନ୍ତି । ବନ୍ୟା ପାଣି … Read More