ଖାଲିଦା ଜିଆଙ୍କୁ ଖଲାସ କଲା ବାଂଲାଦେଶ ସୁପ୍ରିମକୋର୍ଟ
ଢାକା: ଦୁର୍ନୀତି ମାମଲାରେ ବାଂଲାଦେଶ ହାଇକୋର୍ଟ ବାଂଲାଦେଶ ନ୍ୟାସନାଲିଷ୍ଟ୍ ପାର୍ଟି (ବିଏନ୍ପି)ର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ (୭୯)ଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ଆଜି ଦେଶର ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ … Read More
