ବିଧାନସଭାରେ ବିଶୃଙ୍ଖଳା ବରଦାସ୍ତ କରାଯିବନି: ବାଚସ୍ପତି, ବିଜେଡି କହିଲା ନାଲି ଆଖି ଚଳିବନି
ଭୁବନେଶ୍ବର : ଚଳିତ ବିଧାନସଭା ଅଧିବେଶନରେ ବିରୋଧୀଙ୍କ ବିଶୃଙ୍ଖଳାକୁ ଆଉ ବରଦାସ୍ତ କରାଯିବନି । ବାଚସ୍ପତି ସୁରମା ପାଢ଼ୀଙ୍କ ଏଭଳି ଚେତାବନୀ ପରେ ଚିହିଁକି ଉଠିଛି ବିଜେଡି । ଆଉ ବିରୋଧୀ ଦଳ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ … Read More
