ଅକ୍ଟୋବର ୨୩ ରୁ ଦିଲ୍ଲୀରେ ‘ନ୍ୟାୟ ଯାତ୍ରା’ ଆରମ୍ଭ କରିବେ ରାହୁଲ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଏବଂ ହରିୟାଣା ପରେ ରାହୁଲ ଗାନ୍ଧୀ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅକ୍ଟୋବର ୨୩ ରୁ ସେ ଦିଲ୍ଲୀରେ କଂଗ୍ରେସର ‘ନ୍ୟାୟ ଯାତ୍ରା’ ଆରମ୍ଭ କରିବେ। ଏହି ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା … Read More