କାହିଁକି କମିଲା ବାତ୍ୟା ପ୍ରଭାବ ?
ଭୁବନେଶ୍ବର : ବାତ୍ୟା ‘ଦାନା’ ଯୋଗୁ ଭଦ୍ରକ, ବାଲେଶ୍ଵର ଏବଂ କେନ୍ଦ୍ରାପଡ଼ା ଆଦି ୩ଟି ଜିଲା ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏହି ବାତ୍ୟା ଯୋଗୁ ଯେଉଁ ପରିମାଣରେ କ୍ଷୟକ୍ଷତି ହେବ ବୋଲି ଆକଳନ କରାଯାଇଥିଲା ତାହା ହୋଇନାହିଁ। କାରଣ ସ୍ଥଳଭାଗ ଛୁଇଁବା … Read More