ଏକ୍‌ଜିଟ୍ ପୋଲ : ଜମ୍ମୁ-କଶ୍ମୀରରେ କୌଣସି ଦଳକୁ ଆବଶ୍ୟକ ମ୍ୟାଜିକ ନମ୍ବର ମିଳିବ ନାହିଁ

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି। ଅକ୍ଟୋବର ୮ରେ ଭୋଟ ଫଳାଫଳ ପ୍ରକାଶ ପାଇବ, କିନ୍ତୁ ଏହାପୂର୍ବରୁ ଏକଜିଟ ପୋଲ ଓ … Read More

୧୨ଟି ଜିଲ୍ଲାକୁ ସତର୍କତା, କୋହଲା ପବନ ସହ ହେବ ବଜ୍ରପାତ

ଭୁବନେଶ୍ବର : ରାଜ୍ୟର ୧୨ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସେହି ସବୁ ଜିଲ୍ଲାର ଅଧିକାଂଶ ସ୍ଥାନରେ କୋହଲା ପବନ ବହିବା ସହ ବଜ୍ରପାତ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି … Read More

ଓଡ଼ିଶାରେ ଅନୁଷ୍ଠିତ ହେବ ୩୫ତମ ଇଷ୍ଟ ଜୋନ୍‌ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ ଏବଂ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ମାସ ୦୭ ତାରିଖଠାରୁ ୦୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୫ତମ ଇଷ୍ଟଜୋନ୍‌ … Read More

ଓଡ଼ିଶାରାଜ୍ୟ ସଡ଼କନୀତି ପ୍ରସ୍ତୁତି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର: ରାଜ୍ୟରେ ପୂର୍ତ୍ତ, ଜଳ ସଂପଦ,ଗ୍ରାମ୍ୟ ଉନ୍ନୟନ,ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଆଦି ଦ୍ୱାରା ନିର୍ମିତ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ସଡକ ନେଟ୍‌ୱାର୍କର ସଫଳ କାର୍ଯ୍ୟକାରିତା ସଂପର୍କରେ ଓଡ଼ିଶା ରାଜ୍ୟ … Read More

ଏଥର ରାବଣ ପୋଡ଼ିରେ କଟକରେ ହେବନି ବାଣ ପ୍ରତିଯୋଗିତା

କଟକ : କଟକରେ ଏଥର ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। ସୁରୁଖୁରୁରେ ରାବଣ ପୋଡ଼ି ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । କେବଳ ପରିବେଶକୁ ସୁହାଇଲା ଭଳି ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟି ପ୍ରସ୍ତାବ ଦେଇଛି। … Read More

୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ସୋମବାର ଭୁବନେଶ୍ୱରରେ ଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ଏହି ଶିବିର ୨ ଦିନ ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅକ୍ଟୋବର … Read More

ବଦଳିଲା ମାଆ ଶାରଳା ମନ୍ଦିର ଘିଅ

ଜଗତସିଂହପୁର : ଶାରଳା ମନ୍ଦିରରେ ବଦଳିଲା ଘିଅ। ଗଚ୍ଛିତ ଘିଅକୁ ଫେରସ୍ତ ପରେ ଓମ୍‌ଫେଡରୁ ଆସିଲା ୧୫ ଟିଣ ଘିଅ। ସେହି ଘିଅରେ ପ୍ରସାଦ ଦିଆରି ହେବ। ଏନେଇ ସୂଚନା ଦେଇଛନ୍ତି ଶାରଳା ମନ୍ଦିର ନିର୍ବାହୀ ଅଧିକାରୀ ପ୍ରତାପ ଜେନା। ଶ୍ରୀ … Read More

ଶତାୟୁ ବାଙ୍ଗିରିପୋଷି ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ରେଲୱେ ଜିଏମ୍‌

ବାରିପଦା : ଦକ୍ଷିଣ-ପୂର୍ବ ରେଳବାଇ ଜିଏମ୍‌ ଅନୀଲ କୁମାର ମିଶ୍ର ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ବାରିପଦା ଦେଇ ବାଙ୍ଗିରିପୋଷି ଅଭିମୁଖେ ଯାଇଛନ୍ତି। ତାଙ୍କ ସହିତ ଦକ୍ଷିଣ-ପୂର୍ବ ରେଳବାଇର ଡିଆରଏମ୍‌ ଓ ରେଳ ବିଭାଗର ବିଭିନ୍ନ ବିଭାଗୀୟ ଅଧିକାରୀ ମଧ୍ୟ … Read More

‘ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆସିବ ଆଳୁ ବିହନ’

ଭୁବନେଶ୍ବର : ଆଳୁ ମିଶନ୍‌ ସଫଳ କରିବା ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ଆଳୁ ଚାଷକୁ ସଫଳ କରିବା ପାଇଁ କୋଲକାତା ଗଲା ଏକ ଟିମ୍‌। ଏହି ଟିମ୍‌ ପଶ୍ଚିମବଙ୍ଗରେ ଥିବା ଆଳୁ ଷ୍ଟୋରେଜ୍‌ ସିଷ୍ଟମ୍‌କୁ ଅନୁଧ୍ୟାନ କରିବ। … Read More

ପ୍ରସନ୍ନଙ୍କ କଟାକ୍ଷ; ରାଜ୍ୟରେ ଗୋଟିଏ ନୁହେଁ, ୪ଟି ସରକାର ଚାଲିଛି

ରେଢାଖୋଲ : ରାଜ୍ୟ ବିଜେପି ସରକାରକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। କର୍ମୀଙ୍କ ମନୋବଳ ବୃର୍ଦ୍ଧି କରିବା ପାଇଁ ପଦଯାତ୍ରା ବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଆଉ କର୍ମୀଙ୍କୁ ସମ୍ୱୋଧନ ବେଳେ ସେ କହିଛନ୍ତି, ରାଜ୍ୟ ଗୋଟିଏ … Read More